କେକେଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା, ଆଜି ହେବ ଶେଷକୃତ୍ୟ

The Sakala Picture
Published On

କୋଲକାତା : ଗତକାଲି କୋଲକାତାର ଏକ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନଥ (କେ କେ)ଙ୍କ ହୃଦଘାତରେ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। କିନ୍ତୁ ତାଙ୍କର ଅଚାନକ ମୃତ୍ୟୁକୁ ଅଧିକାଂଶ ସହଜରେ ଗ୍ରହଣ କରିପାରୁନାହାନ୍ତି। କୋଲକାତା ପୁଲିସ ପକ୍ଷରୁ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇ ନଥିବା କୁହାଯାଇ ଏକ ମାମଲା ଦାଏର କରାଯାଇଛି। କେ କେଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତର ଚିହ୍ନ ରହିଛି ବୋଲି ପୁଲିସ କହିଛି। ହେଲେ କେ କେଙ୍କ ପ୍ରାରମ୍ଭିକ […]

କୋଲକାତା : ଗତକାଲି କୋଲକାତାର ଏକ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନଥ (କେ କେ)ଙ୍କ ହୃଦଘାତରେ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। କିନ୍ତୁ ତାଙ୍କର ଅଚାନକ ମୃତ୍ୟୁକୁ ଅଧିକାଂଶ ସହଜରେ ଗ୍ରହଣ କରିପାରୁନାହାନ୍ତି। କୋଲକାତା ପୁଲିସ ପକ୍ଷରୁ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇ ନଥିବା କୁହାଯାଇ ଏକ ମାମଲା ଦାଏର କରାଯାଇଛି। କେ କେଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତର ଚିହ୍ନ ରହିଛି ବୋଲି ପୁଲିସ କହିଛି। ହେଲେ କେ କେଙ୍କ ପ୍ରାରମ୍ଭିକ ଶବ ବ୍ୟବଚ୍ଛେଦ ରିପୋର୍ଟର ଏଭଳି କିଛି ନଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମାତ୍ର ୯୦ ଦିନରେ ୩୭୦୦ ଷ୍ଟକ୍ ଟ୍ରେଡ୍ କଲେ ଡୋନାଲ୍ଡ ଟ୍ରମ୍ପ: ଆଶ୍ଚର୍ଯ୍ୟରେ ୱାଲ୍ ଷ୍ଟ୍ରିଟ୍

ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବାର କିଛି ସଙ୍କେତ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏଭଳି ଘଟଣା ବିଭିନ୍ନ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ତେବେ ଏହା ମଧ୍ୟରେ କେ କେଙ୍କ ମରଶରୀରକୁ କୋଲକାତାସ୍ଥିତ ରବିନ୍ଦ୍ର ସଦନକୁ ଅଣାଯାଇ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୋପ ସଲାମୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତାଙ୍କୁ ତୋପ ସଲାମୀ ଦିଆଯାଇ ସମ୍ମାନ ଦିଆଯାଇଥିଲା ବେଳେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ

02 Jun 2022 By The Sakala

କେକେଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା, ଆଜି ହେବ ଶେଷକୃତ୍ୟ

କୋଲକାତା : ଗତକାଲି କୋଲକାତାର ଏକ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନଥ (କେ କେ)ଙ୍କ ହୃଦଘାତରେ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। କିନ୍ତୁ ତାଙ୍କର ଅଚାନକ ମୃତ୍ୟୁକୁ ଅଧିକାଂଶ ସହଜରେ ଗ୍ରହଣ କରିପାରୁନାହାନ୍ତି। କୋଲକାତା ପୁଲିସ ପକ୍ଷରୁ ତାଙ୍କ ସ୍ବାଭାବିକ ମୃତ୍ୟୁ ହୋଇ ନଥିବା କୁହାଯାଇ ଏକ ମାମଲା ଦାଏର କରାଯାଇଛି। କେ କେଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତର ଚିହ୍ନ ରହିଛି ବୋଲି ପୁଲିସ କହିଛି। ହେଲେ କେ କେଙ୍କ ପ୍ରାରମ୍ଭିକ ଶବ ବ୍ୟବଚ୍ଛେଦ ରିପୋର୍ଟର ଏଭଳି କିଛି ନଥିବା କୁହାଯାଇଛି।

ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବାର କିଛି ସଙ୍କେତ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏଭଳି ଘଟଣା ବିଭିନ୍ନ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ତେବେ ଏହା ମଧ୍ୟରେ କେ କେଙ୍କ ମରଶରୀରକୁ କୋଲକାତାସ୍ଥିତ ରବିନ୍ଦ୍ର ସଦନକୁ ଅଣାଯାଇ ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୋପ ସଲାମୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତାଙ୍କୁ ତୋପ ସଲାମୀ ଦିଆଯାଇ ସମ୍ମାନ ଦିଆଯାଇଥିଲା ବେଳେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର