ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର

The Sakala Picture
Published On

ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସାର୍ପ ସୁଟର ପୁଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି।  ଆଜି ସକାଳୁ ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ପଞ୍ଜାବ ପୁଲିସ ଏବଂ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ଏହି ଅପରେସନ […]

ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସାର୍ପ ସୁଟର ପୁଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି।  ଆଜି ସକାଳୁ ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ପଞ୍ଜାବ ପୁଲିସ ଏବଂ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ଏହି ଅପରେସନ ଆରମ୍ଭ କରିଥିଲା । ଦିଲ୍ଲୀ ପୁଲିସ ଏବଂ ପଞ୍ଜାବ ପୋଲିସ ଦୀର୍ଘ ଦିନ ଧରି ମାଷ୍ଚରପ୍ଲାନ ଆରମ୍ଭ କରିଥିଲେ। ଅଟାରୀ ବର୍ଡର ପାଖରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲୁଚି ରହିଥିଲେ ଏହି ଗ୍ୟାଙ୍ଗ । ଏହି ଟିମରେ ଥିବା ଅଭିଯୁକ୍ତମାନେ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ରୁପର ଏ ସମସ୍ତ ସୁଟର ବୋଲି ଜଣା ପଡିଥିଲା । ପୁଲିସ ମିଳିତ ଭାବେ ଏଠାରେ ଏନକାଉଣ୍ଟର ଆରମ୍ଭ କରିଥିଲା ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

20 Jul 2022 By The Sakala

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ଅମୃତସର: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସାର୍ପ ସୁଟର ପୁଲିସ ଗୁଳିରେ ନିହତ ହୋଇଥିବା ଜଣାପଡ଼ିଛି।  ଆଜି ସକାଳୁ ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଅପରାଧିଙ୍କ ପକ୍ଷରୁ ମଧ୍ୟ ଗୁଳି ମାଡ଼ରେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି ।

ପଞ୍ଜାବ ପୁଲିସ ଏବଂ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ଏହି ଅପରେସନ ଆରମ୍ଭ କରିଥିଲା । ଦିଲ୍ଲୀ ପୁଲିସ ଏବଂ ପଞ୍ଜାବ ପୋଲିସ ଦୀର୍ଘ ଦିନ ଧରି ମାଷ୍ଚରପ୍ଲାନ ଆରମ୍ଭ କରିଥିଲେ। ଅଟାରୀ ବର୍ଡର ପାଖରୁ ପ୍ରାୟ ୧୦ କିଲୋମିଟର ଦୂରରେ ଲୁଚି ରହିଥିଲେ ଏହି ଗ୍ୟାଙ୍ଗ । ଏହି ଟିମରେ ଥିବା ଅଭିଯୁକ୍ତମାନେ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ରୁପର ଏ ସମସ୍ତ ସୁଟର ବୋଲି ଜଣା ପଡିଥିଲା । ପୁଲିସ ମିଳିତ ଭାବେ ଏଠାରେ ଏନକାଉଣ୍ଟର ଆରମ୍ଭ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର