ସିଆରପିଏଫ କ୍ୟାମ୍ପରେ ଦୁଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ: ଜଣେ ମୃତ, ଅନ୍ଯ ଜଣେ ଗୁରୁତର

The Sakala Picture
Published On

ତେଲେଙ୍ଗାନା: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୁଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ଯରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଛି । ସେହିପରି ମେସ୍ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜଙ୍କୁ ନିକଟସ୍ଥ ଏଟୁରା […]

ତେଲେଙ୍ଗାନା: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୁଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ଯରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଛି । ସେହିପରି ମେସ୍ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜଙ୍କୁ ନିକଟସ୍ଥ ଏଟୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସୂଚନା ମୁତାବକ, ଏଏସଆଇ ଉମେଶ ଚନ୍ଦ୍ର ଓ ହେଡ କନେଷ୍ଟବଲ ଷ୍ଟିଫନଙ୍କ ଭିତରେ କୌଣସି କାରଣରୁ ବହୁତ ଯୋର ବିବାଦ ଲାଗି ରହିଥିଲା। ସେଥିପାଇଁ ଷ୍ଟିଫନ ତାଙ୍କୁ ଗୁଳି କରିଦେଇଛନ୍ତି । ଏହି ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକ ଓ ସିଆରପିଏଫର ଅନ୍ୟ ଜବାନ ମାନେ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଉମେଶଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଷ୍ଠିପନ ଗୁରୁତର ଭାବେ ଆହତ ହୋଇ କଷ୍ଟ ପାଉଥିଲେ । ଜବାନମାନେ ଆହତ ହେଡ କନେଷ୍ଟବଲଙ୍କୁ ଫୋରମ ମେଡ଼ିକାଲରେ ଚିକିତ୍ସା ପାଇଁ ପହଞ୍ଚାଇଥିଲେ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ବସ୍ତର ଆଇ.ଜି. ବିବେକାନନ୍ଦ ସିହ୍ନା କହିଛନ୍ତି ଯେ, ସିଆରପିଏଫ ୩୯ ବାଟାସଲିୟନର ହେଡ କଲନେଷ୍ଟବଲ ନିଜ ସର୍ଭିସ ରାଇଫଲରୁ ଏଏସଆଇଙ୍କୁ କ୍ୟାମ୍ପରେ ଗୁଳି କରିଛନ୍ତି । ଏହା ପରେ ହେଡ କନେଷ୍ଟବଲ ଜଣକ ଆତ୍ମ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

26 Dec 2021 By The Sakala

ସିଆରପିଏଫ କ୍ୟାମ୍ପରେ ଦୁଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ: ଜଣେ ମୃତ, ଅନ୍ଯ ଜଣେ ଗୁରୁତର

ତେଲେଙ୍ଗାନା: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୁଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ଯରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଛି । ସେହିପରି ମେସ୍ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜଙ୍କୁ ନିକଟସ୍ଥ ଏଟୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଏଏସଆଇ ଉମେଶ ଚନ୍ଦ୍ର ଓ ହେଡ କନେଷ୍ଟବଲ ଷ୍ଟିଫନଙ୍କ ଭିତରେ କୌଣସି କାରଣରୁ ବହୁତ ଯୋର ବିବାଦ ଲାଗି ରହିଥିଲା। ସେଥିପାଇଁ ଷ୍ଟିଫନ ତାଙ୍କୁ ଗୁଳି କରିଦେଇଛନ୍ତି । ଏହି ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକ ଓ ସିଆରପିଏଫର ଅନ୍ୟ ଜବାନ ମାନେ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଉମେଶଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଷ୍ଠିପନ ଗୁରୁତର ଭାବେ ଆହତ ହୋଇ କଷ୍ଟ ପାଉଥିଲେ । ଜବାନମାନେ ଆହତ ହେଡ କନେଷ୍ଟବଲଙ୍କୁ ଫୋରମ ମେଡ଼ିକାଲରେ ଚିକିତ୍ସା ପାଇଁ ପହଞ୍ଚାଇଥିଲେ।

ବସ୍ତର ଆଇ.ଜି. ବିବେକାନନ୍ଦ ସିହ୍ନା କହିଛନ୍ତି ଯେ, ସିଆରପିଏଫ ୩୯ ବାଟାସଲିୟନର ହେଡ କଲନେଷ୍ଟବଲ ନିଜ ସର୍ଭିସ ରାଇଫଲରୁ ଏଏସଆଇଙ୍କୁ କ୍ୟାମ୍ପରେ ଗୁଳି କରିଛନ୍ତି । ଏହା ପରେ ହେଡ କନେଷ୍ଟବଲ ଜଣକ ଆତ୍ମ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର