ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ’ ବେଳେ ସୁରକ୍ଷାବଳୟ ଭେଦ କରି ଫୁଲମାଳ ଧରି ମୋଦିଙ୍କ ନିକଟରେ ପହଞ୍ଚିଗଲେ ଯୁବକ

The Sakala Picture
Published On

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ମରୁକ୍ତ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ଏହି ଘଟଣାର […]

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ମରୁକ୍ତ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ତେବେ ମୋଦୀ ଉକ୍ତ ଯୁବକଙ୍କ ଠାରୁ ଫୁଲମାଳ ଆଣିବାକୁ ତାଙ୍କ ଅଙ୍ଗରକ୍ଷୀଙ୍କୁ କହୁଥିବା ଦେଖିବାକୁ ମିଳୁଛି । ପରେ ତାଙ୍କ ଅଙ୍ଗରାକ୍ଷୀମାନେ ସେହି ଯୁବକଙ୍କ ଠାରୁ ଫୁଲମାଳ ନେଇ ପିଏମ ମୋଦୀଙ୍କୁ ଦେଇଥିଲେ । ତେବେ ଏନେଇ ହୁବଲି ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇ ନଥିବା ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୨୯ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲି ଯାଇଛନ୍ତି। ଏଠାରେ ସେ ଏକ ରୋଡ୍ ସୋ କରୁଛନ୍ତି | ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

12 Jan 2023 By The Sakala

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ’ ବେଳେ ସୁରକ୍ଷାବଳୟ ଭେଦ କରି ଫୁଲମାଳ ଧରି ମୋଦିଙ୍କ ନିକଟରେ ପହଞ୍ଚିଗଲେ ଯୁବକ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ମରୁକ୍ତ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ତେବେ ମୋଦୀ ଉକ୍ତ ଯୁବକଙ୍କ ଠାରୁ ଫୁଲମାଳ ଆଣିବାକୁ ତାଙ୍କ ଅଙ୍ଗରକ୍ଷୀଙ୍କୁ କହୁଥିବା ଦେଖିବାକୁ ମିଳୁଛି । ପରେ ତାଙ୍କ ଅଙ୍ଗରାକ୍ଷୀମାନେ ସେହି ଯୁବକଙ୍କ ଠାରୁ ଫୁଲମାଳ ନେଇ ପିଏମ ମୋଦୀଙ୍କୁ ଦେଇଥିଲେ । ତେବେ ଏନେଇ ହୁବଲି ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇ ନଥିବା ଦାବି କରିଛନ୍ତି ।

୨୯ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲି ଯାଇଛନ୍ତି। ଏଠାରେ ସେ ଏକ ରୋଡ୍ ସୋ କରୁଛନ୍ତି | ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର