ଆସନ୍ତାକାଲି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ପଞ୍ଜାର ଛନ୍ଦି ହୋଇଥିବା ବେଳେ, ଆଜି ଦୀର୍ଘ ୯ ଘଣ୍ଟା କାଳ ଜେରା ସରିଛି । ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ବ୍ରେକ ମିଳିବା […]

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ପଞ୍ଜାର ଛନ୍ଦି ହୋଇଥିବା ବେଳେ, ଆଜି ଦୀର୍ଘ ୯ ଘଣ୍ଟା କାଳ ଜେରା ସରିଛି । ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ବ୍ରେକ ମିଳିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମା’ ସୋନିଆ ଗାନ୍ଧିଙ୍କୁ ଦେଖା କରିଥିଲେ। ସେଠାରୁ ଫେରି ସେ ପ୍ରାୟ ଅପରାହ୍ନ ୪ଟା ବେଳେ ପୁଣି ଦିଲ୍ଲୀ ସ୍ଥିତି ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ସେ ପହଞ୍ଚିବା ପରେ ଇଡିର ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ତାଙ୍କୁ ୬ ଘଣ୍ଟା କାଳ ଜେରା କରାଯାଇଛି। ଆଜିର ଜେରା ସରିବା ପରେ ରାହୁଲ ରାତି ପ୍ରାୟ ୯.୪୫ରେ ଇଡି ଅଫିସରରୁ ବାହାରିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

ଆସନ୍ତାକାଲି ପୁଣି ତାଙ୍କୁ ହାଜାର ହେବାକୁ ଇଡି ନୋଟିସ ଦେଇଛି। ଆଜି ପ୍ରାୟ ୯ ଘଣ୍ଟାର ଜେରା ବେଳେ ଅଧିକାରୀମାନେ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରସ୍ତୁତ କରିଥିବା କିଛି ପ୍ରଶ୍ନ ବାକି ରହିଯାଇଛି। ଯାହା ପଚରା ଯାଇ ପାରି ନାହାନ୍ତି। ତେଣୁ ଆସନ୍ତାକାଲି ତାଙ୍କୁ ଡକା ଯାଇଛି। ସେ ମଧ୍ୟ କାଲି ହାଜର ହେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

13 Jun 2022 By The Sakala

ଆସନ୍ତାକାଲି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ପଞ୍ଜାର ଛନ୍ଦି ହୋଇଥିବା ବେଳେ, ଆଜି ଦୀର୍ଘ ୯ ଘଣ୍ଟା କାଳ ଜେରା ସରିଛି । ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା।

ବ୍ରେକ ମିଳିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମା’ ସୋନିଆ ଗାନ୍ଧିଙ୍କୁ ଦେଖା କରିଥିଲେ। ସେଠାରୁ ଫେରି ସେ ପ୍ରାୟ ଅପରାହ୍ନ ୪ଟା ବେଳେ ପୁଣି ଦିଲ୍ଲୀ ସ୍ଥିତି ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ସେ ପହଞ୍ଚିବା ପରେ ଇଡିର ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ତାଙ୍କୁ ୬ ଘଣ୍ଟା କାଳ ଜେରା କରାଯାଇଛି। ଆଜିର ଜେରା ସରିବା ପରେ ରାହୁଲ ରାତି ପ୍ରାୟ ୯.୪୫ରେ ଇଡି ଅଫିସରରୁ ବାହାରିଛନ୍ତି।

ଆସନ୍ତାକାଲି ପୁଣି ତାଙ୍କୁ ହାଜାର ହେବାକୁ ଇଡି ନୋଟିସ ଦେଇଛି। ଆଜି ପ୍ରାୟ ୯ ଘଣ୍ଟାର ଜେରା ବେଳେ ଅଧିକାରୀମାନେ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରସ୍ତୁତ କରିଥିବା କିଛି ପ୍ରଶ୍ନ ବାକି ରହିଯାଇଛି। ଯାହା ପଚରା ଯାଇ ପାରି ନାହାନ୍ତି। ତେଣୁ ଆସନ୍ତାକାଲି ତାଙ୍କୁ ଡକା ଯାଇଛି। ସେ ମଧ୍ୟ କାଲି ହାଜର ହେବେ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର