ମୋଦି- ହାରିସ ଆଲୋଚନା: ‘ବିପଦରେ ଲୋକତନ୍ତ୍ର, ସ୍ଥିତି ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ’

The Sakala Picture
Published On

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ଏଥିସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଏମ୍ ମୋଦିଙ୍କ ସହ ଆଲୋଚନା ବେଳେ କମଳା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ମାଟିରେ କେତେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଇସଲାମାବାଦର କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି। ତାଲିବାନ ସହ ପାକିସ୍ତାନର […]

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ଏଥିସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଏମ୍ ମୋଦିଙ୍କ ସହ ଆଲୋଚନା ବେଳେ କମଳା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ସେ କହିଛନ୍ତି, ପାକିସ୍ତାନ ମାଟିରେ କେତେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଇସଲାମାବାଦର କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି। ତାଲିବାନ ସହ ପାକିସ୍ତାନର ସମ୍ପର୍କକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଶୋକାକୁଳ ପରିବେଶ: ଏକାଠି ଉଠିଲା ନୌସେନା ଯବାନ, ପତ୍ନୀ ଓ ୨ ଶିଶୁଙ୍କ କୋକେଇ

କମଳା ହାରିସ ଓ ପିଏମ୍ ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଛି । ବୈଠକରେ କୋଭିଡ୍, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା, ଅନ୍ତରୀକ୍ଷ ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଦୁନିଆରେ ଲୋକତନ୍ତ୍ର ବିପଦରେ ଥିବା କହିଛନ୍ତି କମଳା ହାରିସ । ଏହି ସ୍ଥିତିକୁ ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ । ପିଏମ୍ ମୋଦି, କମଳା ହାରିସଙ୍କ ପ୍ରଶଂସା କରିବା ସହ ଭାରତ ଆସିବା ଲାଗି ନିମନ୍ତ୍ରଣ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୯ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ, ୬ ଆହତ

24 Sep 2021 By The Sakala

ମୋଦି- ହାରିସ ଆଲୋଚନା: ‘ବିପଦରେ ଲୋକତନ୍ତ୍ର, ସ୍ଥିତି ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ’

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ଏଥିସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଏମ୍ ମୋଦିଙ୍କ ସହ ଆଲୋଚନା ବେଳେ କମଳା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ।

ସେ କହିଛନ୍ତି, ପାକିସ୍ତାନ ମାଟିରେ କେତେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଇସଲାମାବାଦର କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି। ତାଲିବାନ ସହ ପାକିସ୍ତାନର ସମ୍ପର୍କକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।

କମଳା ହାରିସ ଓ ପିଏମ୍ ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଛି । ବୈଠକରେ କୋଭିଡ୍, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା, ଅନ୍ତରୀକ୍ଷ ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଦୁନିଆରେ ଲୋକତନ୍ତ୍ର ବିପଦରେ ଥିବା କହିଛନ୍ତି କମଳା ହାରିସ । ଏହି ସ୍ଥିତିକୁ ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ । ପିଏମ୍ ମୋଦି, କମଳା ହାରିସଙ୍କ ପ୍ରଶଂସା କରିବା ସହ ଭାରତ ଆସିବା ଲାଗି ନିମନ୍ତ୍ରଣ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର