ପରମବୀର ସିଂହ ପଳାତକ ଘୋଷିତ

The Sakala Picture
Published On

ମୁମ୍ବଇ : ମୁମ୍ବଇ ପୁଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଏକ ସ୍ଥାନୀୟ କୋର୍ଟ ବୁଧବାର ପଳାତକ ଘୋଷଣା କରିଛନ୍ତି। ସିଟି ପୁଲିସ ଦ୍ଵାରା ସିଂହଙ୍କ ବିରୋଧରେ ରୁଜୁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ମୁମ୍ବଇ ପୁଲିସ ପରମବୀରଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ବିନୟ ସିଂହ ଏବଂ ରିଆଜ ଭାଟିଙ୍କୁ ପଳାତକ ଘୋଷଣା କରିବାକୁ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲା। ସେମାନେ ଫେରାର […]

ମୁମ୍ବଇ : ମୁମ୍ବଇ ପୁଲିସର ପୂର୍ବତନ କମିଶନର ପରମବୀର ସିଂହଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଏକ ସ୍ଥାନୀୟ କୋର୍ଟ ବୁଧବାର ପଳାତକ ଘୋଷଣା କରିଛନ୍ତି। ସିଟି ପୁଲିସ ଦ୍ଵାରା ସିଂହଙ୍କ ବିରୋଧରେ ରୁଜୁ ହୋଇଥିବା ଲାଞ୍ଚ କାରବାର ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ମୁମ୍ବଇ ପୁଲିସ ପରମବୀରଙ୍କ ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ବିନୟ ସିଂହ ଏବଂ ରିଆଜ ଭାଟିଙ୍କୁ ପଳାତକ ଘୋଷଣା କରିବାକୁ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲା। ସେମାନେ ଫେରାର ଥିବା ଏବଂ ଠାବ କରାଯାଇ ପାରୁନଥିବା ପୁଲିସ କହିଥିଲା । ଏବେ ସିଟି ପୁଲିସ ସେମାନଙ୍କ ଘର ଠିକଣାରେ ନୋଟିସ ଲଗାଇବା ସହିତ ଏହାକୁ ଖବରକାଗଜରେ ପ୍ରକାଶ କରିଛି । ୩୦ ଦିନ ମଧ୍ୟରେ ହାଜର ନହେଲେ ସମ୍ପତି ଜବତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର