ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍‌, କାମ କରୁନି ଫାଇଜର ଟିକା

The Sakala Picture
Published On

ମୁମ୍ବାଇ: ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗତି ଓମିକ୍ରନ। ଆଉ ଏହାରି ମଧ୍ୟାରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା। ଓମିକ୍ରନ ଲାଗି କାମ କରୁନି ଫାଇଜର ଟିକା। ନ୍ୟୁୟର୍କରୁ ମୁମ୍ବାଇ ଫେରିଥିବା ଜଣେ ୨୯ ବର୍ଷ ବୟସ୍କ ଯୁବକ ଓମିକ୍ରନ ସଂକ୍ରମିତ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ଯୁବକ ଫାଇଜରର ୩ଟି ଟିକା ନେଇଥିବା ସତ୍ତ୍ୱେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ବୃହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ସେ […]

ମୁମ୍ବାଇ: ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗତି ଓମିକ୍ରନ। ଆଉ ଏହାରି ମଧ୍ୟାରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା। ଓମିକ୍ରନ ଲାଗି କାମ କରୁନି ଫାଇଜର ଟିକା। ନ୍ୟୁୟର୍କରୁ ମୁମ୍ବାଇ ଫେରିଥିବା ଜଣେ ୨୯ ବର୍ଷ ବୟସ୍କ ଯୁବକ ଓମିକ୍ରନ ସଂକ୍ରମିତ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ଯୁବକ ଫାଇଜରର ୩ଟି ଟିକା ନେଇଥିବା ସତ୍ତ୍ୱେ ସେ ଓମିକ୍ରନ ସଂକ୍ରମିତ ହୋଇଥିବା ବୃହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ସେ ନଭେମ୍ବର ୯ରେ ମୁମ୍ବାଇ ଆସିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ସେ କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା ।

ଆହୁରି ପଢ଼ନ୍ତୁ: ଗୋଗୀ ଗ୍ୟାଙ୍ଗ୍, 'ବାଲିଆନ୍' ଗୋତ୍ର ଓ 'କୋର୍ଟ ମେ ମର୍ଡର' ଗୀତ: ଅଙ୍କିତ ବାଲିଆନ୍ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ

ଓମିକ୍ରନ ଟେଷ୍ଟ ଲାଗି ତାଙ୍କର ଜିନୋମ ସିକ୍ୱେନସିଂ କରାଯାଇଥିଲା। ଏଥିରେ ସେ ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ବ୍ୟକ୍ତି ନେଗେଟିଭ ପ୍ରମାଣିତ ହୋଇଛନ୍ତି। ଉକ୍ତ ଯୁବକଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇରେ ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର