ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା । ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।ଏହି ତିନି ରାସାୟନବିତଙ୍କୁ କ୍ୱାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକିଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ନୋବେଲ ପୁରସ୍କାର ମିଳିଛି । ୨୦୨୩ […]

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା । ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।ଏହି ତିନି ରାସାୟନବିତଙ୍କୁ କ୍ୱାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକିଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ନୋବେଲ ପୁରସ୍କାର ମିଳିଛି । ୨୦୨୩ ପାଇଁ କେମିଷ୍ଟ୍ରି ପୁରସ୍କାର ଲାଗି ମନୋନୀତ କରାଯାଇଛି । ତିନି ବିଜ୍ଞାନୀଙ୍କ ଦ୍ୱାରା ଉଦ୍ଭାବିତ ଓ ବିକଶିତ ଅତିକ୍ଷୁଦ୍ର କଣିକା ପାଇଁ ମିଳିଛି ପୁରସ୍କାର। ଏତେ କ୍ଷୁଦ୍ର ଯେ ସେମାନଙ୍କ ଆକାର ସେମାନଙ୍କ ଗୁଣ ନିର୍ଦ୍ଧାରଣ କରିଥାଏ ।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

ଉଲ୍ଲେଖଯୋଗ୍ୟ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ ବର୍ତ୍ତମାନ ଆମେରିକାର ମାସାଚୁଏଟ୍ସ ଇନିଷ୍ଟିଚ୍ୟୁଟ୍‌ସ ଅଫ୍‌ ଟେକ୍ନୋଲୋଜୀରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଲୁଇସ୍‌ ଇ ବ୍ରୁସ୍‌ ନ୍ୟୁୟର୍କ ଠାରେ କଲମ୍ବିଆ ୟୁନିଭର୍ସିଟି ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ନ୍ୟୁୟର୍କର ନାନୋକ୍ରିଷ୍ଟଲ୍ସ ଟେକ୍ନୋଲୋଜୀ ଆଇଏନସିରେ କାର୍ୟରତ ଅଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

04 Oct 2023 By The Sakala

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା । ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।ଏହି ତିନି ରାସାୟନବିତଙ୍କୁ କ୍ୱାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକିଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ନୋବେଲ ପୁରସ୍କାର ମିଳିଛି । ୨୦୨୩ ପାଇଁ କେମିଷ୍ଟ୍ରି ପୁରସ୍କାର ଲାଗି ମନୋନୀତ କରାଯାଇଛି । ତିନି ବିଜ୍ଞାନୀଙ୍କ ଦ୍ୱାରା ଉଦ୍ଭାବିତ ଓ ବିକଶିତ ଅତିକ୍ଷୁଦ୍ର କଣିକା ପାଇଁ ମିଳିଛି ପୁରସ୍କାର। ଏତେ କ୍ଷୁଦ୍ର ଯେ ସେମାନଙ୍କ ଆକାର ସେମାନଙ୍କ ଗୁଣ ନିର୍ଦ୍ଧାରଣ କରିଥାଏ ।

ଉଲ୍ଲେଖଯୋଗ୍ୟ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ ବର୍ତ୍ତମାନ ଆମେରିକାର ମାସାଚୁଏଟ୍ସ ଇନିଷ୍ଟିଚ୍ୟୁଟ୍‌ସ ଅଫ୍‌ ଟେକ୍ନୋଲୋଜୀରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଲୁଇସ୍‌ ଇ ବ୍ରୁସ୍‌ ନ୍ୟୁୟର୍କ ଠାରେ କଲମ୍ବିଆ ୟୁନିଭର୍ସିଟି ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ନ୍ୟୁୟର୍କର ନାନୋକ୍ରିଷ୍ଟଲ୍ସ ଟେକ୍ନୋଲୋଜୀ ଆଇଏନସିରେ କାର୍ୟରତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର