ପିଏଫ୍ଆଇ ଉପରେ ପୁଣି ଏନ୍ଆଇଏ ଆକ୍ସନ୍: ଦିଲ୍ଲୀ-ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢ଼ାଉ

The Sakala Picture
Published On

ନୂଆଦିଲ୍ଲୀ : ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ୍ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ପିଏଫଆଇ ସହ ଜଡ଼ିତ ଲୋକଙ୍କ ଠିକଣାରେ ଚଢ଼ାଉ କରିଛି। ଦିଲ୍ଲୀର ହାଉଜ୍ କାଜି ଅଞ୍ଚଳର ବାଲିମରାନରେ ଏନଆଇଏ ଚଢ଼ାଉ ଜାରି ରହିଛି। ଏହାଛଡ଼ା ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବି ରେଡ୍ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ଟୋଙ୍କ୍ ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ […]

ନୂଆଦିଲ୍ଲୀ : ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ୍ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ପିଏଫଆଇ ସହ ଜଡ଼ିତ ଲୋକଙ୍କ ଠିକଣାରେ ଚଢ଼ାଉ କରିଛି।

ଆହୁରି ପଢ଼ନ୍ତୁ: ୧୭ ବର୍ଷ ଧରି ଏକାସାଙ୍ଗରେ ୨ଟି ସରକାରୀ ଚାକିରି, ଉଠାଉଥିଲେ ଡବଲ ଦରମା; ଶେଷରେ ମିଳିଲା ୭ ବର୍ଷର ଜେଲ୍ ଦଣ୍ଡ

ଦିଲ୍ଲୀର ହାଉଜ୍ କାଜି ଅଞ୍ଚଳର ବାଲିମରାନରେ ଏନଆଇଏ ଚଢ଼ାଉ ଜାରି ରହିଛି। ଏହାଛଡ଼ା ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବି ରେଡ୍ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ଟୋଙ୍କ୍ ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ମହାରାଷ୍ଟ୍ର ଓ ୟୁପିରେ ମଧ୍ୟ ପିଏଫ୍ଏଆଇ ସ୍ଥାନରେ ଚଢ଼ାଉ କରିଛି ଏନ୍ଆଇଏ ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଓ ଦେଶର ସୁରକ୍ଷା ପ୍ରତି ବଡ଼ ବିପଦ ଦର୍ଶାଇ ଭାରତ ସରକାର ଗତବର୍ଷ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)କୁ ପାଞ୍ଚ ବର୍ଷ ପାଇଁ ବ୍ୟାନ୍ କରିଥିଲେ । ପିଏଫ୍ଆଇ ଏବଂ ଏହାର ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ‘ବେଆଇନ ସଂସ୍ଥା’ ଭାବେ ଘୋଷଣା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

11 Oct 2023 By The Sakala

ପିଏଫ୍ଆଇ ଉପରେ ପୁଣି ଏନ୍ଆଇଏ ଆକ୍ସନ୍: ଦିଲ୍ଲୀ-ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ : ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ୍ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ପିଏଫଆଇ ସହ ଜଡ଼ିତ ଲୋକଙ୍କ ଠିକଣାରେ ଚଢ଼ାଉ କରିଛି।

ଦିଲ୍ଲୀର ହାଉଜ୍ କାଜି ଅଞ୍ଚଳର ବାଲିମରାନରେ ଏନଆଇଏ ଚଢ଼ାଉ ଜାରି ରହିଛି। ଏହାଛଡ଼ା ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବି ରେଡ୍ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ଟୋଙ୍କ୍ ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ମହାରାଷ୍ଟ୍ର ଓ ୟୁପିରେ ମଧ୍ୟ ପିଏଫ୍ଏଆଇ ସ୍ଥାନରେ ଚଢ଼ାଉ କରିଛି ଏନ୍ଆଇଏ ।

ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଓ ଦେଶର ସୁରକ୍ଷା ପ୍ରତି ବଡ଼ ବିପଦ ଦର୍ଶାଇ ଭାରତ ସରକାର ଗତବର୍ଷ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)କୁ ପାଞ୍ଚ ବର୍ଷ ପାଇଁ ବ୍ୟାନ୍ କରିଥିଲେ । ପିଏଫ୍ଆଇ ଏବଂ ଏହାର ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ‘ବେଆଇନ ସଂସ୍ଥା’ ଭାବେ ଘୋଷଣା କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର