ନିଟ୍‌‌ ପାଇଁ ପୁଣି ଖୋଲିଲା ପୋର୍ଟାଲ, ଦୁଇଦିନ ଆବେଦନ କରିପାରିବେ ଆଶାୟୀ

The Sakala Picture
Published On

ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍‌‌) ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ୯ ତାରିଖଠାରୁ ୧୦ ତାରିଖ ରାତି ୧୦.୫୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ ପୋର୍ଟାଲକୁ ଦୁଇଦିନ ପାଇଁ ପୁନଃ ଖୋଲାଯାଇଛି। ଏନେଇ ନେସ୍‌‌ନାଲ୍‌‌ ଟେଷ୍ଟି ଏଜେନ୍ସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସର୍ବଭାରତୀୟସ୍ତରରେ ଡାକ୍ତରୀ ପଢ଼଼ିବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‌‌ […]

ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍‌‌) ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ୯ ତାରିଖଠାରୁ ୧୦ ତାରିଖ ରାତି ୧୦.୫୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ ପୋର୍ଟାଲକୁ ଦୁଇଦିନ ପାଇଁ ପୁନଃ ଖୋଲାଯାଇଛି। ଏନେଇ ନେସ୍‌‌ନାଲ୍‌‌ ଟେଷ୍ଟି ଏଜେନ୍ସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ସୂଚନାଯୋଗ୍ୟ, ସର୍ବଭାରତୀୟସ୍ତରରେ ଡାକ୍ତରୀ ପଢ଼଼ିବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‌‌ ପରୀକ୍ଷା ଆସନ୍ତା ମେ’ ୫ ତାରିଖରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନିଟ୍‌‌ ପରୀକ୍ଷା ଦେବା ପାଇଁ ସମୁଦାୟ ୨୩, ୮୧, ୮୩୩ ଜଣ ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପାଖାପାଖି ୬୫ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଆ ସମେତ ବହୁ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

09 Apr 2024 By The Sakala

ନିଟ୍‌‌ ପାଇଁ ପୁଣି ଖୋଲିଲା ପୋର୍ଟାଲ, ଦୁଇଦିନ ଆବେଦନ କରିପାରିବେ ଆଶାୟୀ

ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍‌‌) ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ୯ ତାରିଖଠାରୁ ୧୦ ତାରିଖ ରାତି ୧୦.୫୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ ପୋର୍ଟାଲକୁ ଦୁଇଦିନ ପାଇଁ ପୁନଃ ଖୋଲାଯାଇଛି। ଏନେଇ ନେସ୍‌‌ନାଲ୍‌‌ ଟେଷ୍ଟି ଏଜେନ୍ସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ସର୍ବଭାରତୀୟସ୍ତରରେ ଡାକ୍ତରୀ ପଢ଼଼ିବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍‌‌ ପରୀକ୍ଷା ଆସନ୍ତା ମେ’ ୫ ତାରିଖରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନିଟ୍‌‌ ପରୀକ୍ଷା ଦେବା ପାଇଁ ସମୁଦାୟ ୨୩, ୮୧, ୮୩୩ ଜଣ ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପାଖାପାଖି ୬୫ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଆ ସମେତ ବହୁ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର