ଗୁରୁଭାୟୁର ମନ୍ଦିର ଦର୍ଶନ କରି ୧.୫୧ କୋଟି ଦାନକଲେ ଅମ୍ବାନୀ

The Sakala Picture
Published On

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପରିବାର ସହିତ କେରଳର ଗୁରୁଭାୟୁର ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରକୁ ୧.୫୧ କୋଟିର ଦାନ କରିଛନ୍ତି। ଗୁରୁଭାୟୁର ମନ୍ଦିର ପରିଦର୍ଶନ କରିବା ପରେ ଅଚାନକ ଭାବେ ମୁକେଶ ମନ୍ଦିର ବୋର୍ଡକୁ ଏକ ପ୍ୟାକେଟରେ ଚେକ୍‌ ପ୍ରଦାନ କରିଥିଲେ। ତେବେ ଏହାକୁ ଖୋଲିବା ପରେ ଏଥିରେ ଉପରୋକ୍ତ ପରିମାଣର ଅର୍ଥ ଦାନ ସ୍ବରୂପ ଦିଆଯାଇଛି ବୋଲି ବୋର୍ଡ ଅଧକ୍ଷ ଜାଣିବାକୁ ପାଇଥିଲେ। ପୂର୍ବରୁ ଏହି ମନ୍ଦିରକୁ ଅନ୍ୟ […]

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପରିବାର ସହିତ କେରଳର ଗୁରୁଭାୟୁର ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରକୁ ୧.୫୧ କୋଟିର ଦାନ କରିଛନ୍ତି। ଗୁରୁଭାୟୁର ମନ୍ଦିର ପରିଦର୍ଶନ କରିବା ପରେ ଅଚାନକ ଭାବେ ମୁକେଶ ମନ୍ଦିର ବୋର୍ଡକୁ ଏକ ପ୍ୟାକେଟରେ ଚେକ୍‌ ପ୍ରଦାନ କରିଥିଲେ। ତେବେ ଏହାକୁ ଖୋଲିବା ପରେ ଏଥିରେ ଉପରୋକ୍ତ ପରିମାଣର ଅର୍ଥ ଦାନ ସ୍ବରୂପ ଦିଆଯାଇଛି ବୋଲି ବୋର୍ଡ ଅଧକ୍ଷ ଜାଣିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ପୂର୍ବରୁ ଏହି ମନ୍ଦିରକୁ ଅନ୍ୟ କୌଣସି ଭକ୍ତ ଏତେ ପରିମାଣର ଦାନ ଦେଇ ନାହାନ୍ତି ଏବଂ ଏହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଦାନ ବୋଲି ବୋର୍ଡ ଅଧ୍ୟକ୍ଷ କହିଛନ୍ତିସ। ମକେଶଙ୍କ ଦ୍ବାରା ପ୍ରଦତ୍ତ ଏହି ଦାନ ଭକ୍ତଙ୍କ ପାଇଁ ଭୋଜନ(ଅନ୍ନଦନମ୍‌)ପ୍ରସ୍ତୁତିରେ ଉପଯୋଗ ହେବ ବୋଲି ସେ କହିଛନ୍ତି। ଦାନ ବ୍ୟତୀତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମ୍ (ଭିତର ଅଭୟାରଣ୍ୟ) ପାଇଁ ମଧ୍ୟ କିଛି ଅର୍ଘ୍ୟ ଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

19 Sep 2022 By The Sakala

ଗୁରୁଭାୟୁର ମନ୍ଦିର ଦର୍ଶନ କରି ୧.୫୧ କୋଟି ଦାନକଲେ ଅମ୍ବାନୀ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପରିବାର ସହିତ କେରଳର ଗୁରୁଭାୟୁର ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରକୁ ୧.୫୧ କୋଟିର ଦାନ କରିଛନ୍ତି। ଗୁରୁଭାୟୁର ମନ୍ଦିର ପରିଦର୍ଶନ କରିବା ପରେ ଅଚାନକ ଭାବେ ମୁକେଶ ମନ୍ଦିର ବୋର୍ଡକୁ ଏକ ପ୍ୟାକେଟରେ ଚେକ୍‌ ପ୍ରଦାନ କରିଥିଲେ। ତେବେ ଏହାକୁ ଖୋଲିବା ପରେ ଏଥିରେ ଉପରୋକ୍ତ ପରିମାଣର ଅର୍ଥ ଦାନ ସ୍ବରୂପ ଦିଆଯାଇଛି ବୋଲି ବୋର୍ଡ ଅଧକ୍ଷ ଜାଣିବାକୁ ପାଇଥିଲେ।

ପୂର୍ବରୁ ଏହି ମନ୍ଦିରକୁ ଅନ୍ୟ କୌଣସି ଭକ୍ତ ଏତେ ପରିମାଣର ଦାନ ଦେଇ ନାହାନ୍ତି ଏବଂ ଏହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଦାନ ବୋଲି ବୋର୍ଡ ଅଧ୍ୟକ୍ଷ କହିଛନ୍ତିସ। ମକେଶଙ୍କ ଦ୍ବାରା ପ୍ରଦତ୍ତ ଏହି ଦାନ ଭକ୍ତଙ୍କ ପାଇଁ ଭୋଜନ(ଅନ୍ନଦନମ୍‌)ପ୍ରସ୍ତୁତିରେ ଉପଯୋଗ ହେବ ବୋଲି ସେ କହିଛନ୍ତି। ଦାନ ବ୍ୟତୀତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମ୍ (ଭିତର ଅଭୟାରଣ୍ୟ) ପାଇଁ ମଧ୍ୟ କିଛି ଅର୍ଘ୍ୟ ଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର