ମନୋରଞ୍ଜନ
ଓଡ଼ିଶା
ଇଡି ସ୍କାନରରେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ୫ ଘଣ୍ଟା ଧରି ଚାଲିଛି ପଚରାଉଚରା
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡିର ଜେରା । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ୫ ଘଣ୍ଟା ହେବ ପଚରା ଉଚରା କରୁଥିବା ସୂଚନା ମିଳିଛି। ଦିଲ୍ଲୀରେ ଜ୍ୟାକଲିନ୍ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରୁଥିବା ଜଣାପଡିଛି । କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍ଙ୍କୁ ଇଡି ଜେରା କରୁଥିବା ଜଣାପଡିଛି। Enforcement Directorate (ED) is questioning Bollywood actress Jacqueline Fernandez in Delhi for the […]
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡିର ଜେରା । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ୫ ଘଣ୍ଟା ହେବ ପଚରା ଉଚରା କରୁଥିବା ସୂଚନା ମିଳିଛି। ଦିଲ୍ଲୀରେ ଜ୍ୟାକଲିନ୍ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରୁଥିବା ଜଣାପଡିଛି । କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍ଙ୍କୁ ଇଡି ଜେରା କରୁଥିବା ଜଣାପଡିଛି।
Enforcement Directorate (ED) is questioning Bollywood actress Jacqueline Fernandez in Delhi for the last five hours, in a money laundering case.
ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ(File photo) pic.twitter.com/ftUj2CkNcN
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍— ANI (@ANI) August 30, 2021
ତେବେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ପୁର୍ବରୁ ଅନ୍ୟଜଣେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଥିଲା। ଗତ ୭ ଜୁଲାଇରେ ଟଙ୍କା ହେରଫେର ମାମଲାରେ ୟାମୀ ଗୌତମଙ୍କୁ ଇଡି ପଚରା ଉଚରା କରିଥିଲା।






