୮ ଡୋଜ୍‌ କରୋନା ଟିକା ନେଇ ଜଣେ ବ୍ଯକ୍ତି ଗିରଫ

The Sakala Picture
Published On

ବ୍ରୁସେଲ୍ସ,: ପଶ୍ଚିମ ୟୁରୋପୀୟ ଦେଶ ବେଲ୍‌ଜିୟମରୁ ଜାଲ୍‌ ଟିକାକରଣର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନା ଟିକାର ୮ ଡୋଜ୍‌ ନେଇଥିବା ଜଣାପଡିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ନବମ ଥର ଟିକା ନେବା ପାଇଁ ଯାଇଥିବାବେଳେ ଟିକାକରଣ କେନ୍ଦ୍ରକୁ ଯୁବକଙ୍କୁ ଗିରଫ କରାଯାଇଥିଲା। ଏ ପର୍ଯ୍ୟନ୍ତ ତାଙ୍କଠାରେ ଟିକାକରଣର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଏହି ଘଟଣା ବେଲଜିୟମ ଚାର୍ଲେରୟ […]

ବ୍ରୁସେଲ୍ସ,: ପଶ୍ଚିମ ୟୁରୋପୀୟ ଦେଶ ବେଲ୍‌ଜିୟମରୁ ଜାଲ୍‌ ଟିକାକରଣର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନା ଟିକାର ୮ ଡୋଜ୍‌ ନେଇଥିବା ଜଣାପଡିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ନବମ ଥର ଟିକା ନେବା ପାଇଁ ଯାଇଥିବାବେଳେ ଟିକାକରଣ କେନ୍ଦ୍ରକୁ ଯୁବକଙ୍କୁ ଗିରଫ କରାଯାଇଥିଲା। ଏ ପର୍ଯ୍ୟନ୍ତ ତାଙ୍କଠାରେ ଟିକାକରଣର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଏହି ଘଟଣା ବେଲଜିୟମ ଚାର୍ଲେରୟ ସହରର। ଏଠାରେ ଜଣେ ଯୁବକଙ୍କୁ ଟଙ୍କା ନେଇ ଅନ୍ୟମାନଙ୍କ ନିମନ୍ତେ ଟିକା ନେଉଥିଲେ।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଟିକା ନନେଇ ପ୍ରମାଣପତ୍ର ନେବାକୁ ଚାହୁଁଥିବା ଲୋକଙ୍କୁ ସମ୍ପର୍କ କରୁଥିଲେ। ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଯୁବକ ନିଜେ ଟିକା ନେଉଥିେଲ। କ୍ରମାଗତ ଭାବେ ଆସୁଥିବାରୁ ନବମ ଥର ଟିକା ନେବା ସମୟରେ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ। ଟିକା ନେବା ବଦଳରେ ଟଙ୍କା ଦେଇଥିବା ଲୋକଙ୍କୁ ପୁଲିସ ଚିହ୍ନଟ କରିଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ନିଜେ ବିଛାଇଥିବା ମାଇନ୍ସ ଖୋଜି ପାଉନାହିଁ ଇରାନ: ଆମେରିକାର ବଡ଼ ଦାବି

24 Dec 2021 By The Sakala

୮ ଡୋଜ୍‌ କରୋନା ଟିକା ନେଇ ଜଣେ ବ୍ଯକ୍ତି ଗିରଫ

ବ୍ରୁସେଲ୍ସ,: ପଶ୍ଚିମ ୟୁରୋପୀୟ ଦେଶ ବେଲ୍‌ଜିୟମରୁ ଜାଲ୍‌ ଟିକାକରଣର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନା ଟିକାର ୮ ଡୋଜ୍‌ ନେଇଥିବା ଜଣାପଡିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ନବମ ଥର ଟିକା ନେବା ପାଇଁ ଯାଇଥିବାବେଳେ ଟିକାକରଣ କେନ୍ଦ୍ରକୁ ଯୁବକଙ୍କୁ ଗିରଫ କରାଯାଇଥିଲା। ଏ ପର୍ଯ୍ୟନ୍ତ ତାଙ୍କଠାରେ ଟିକାକରଣର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଏହି ଘଟଣା ବେଲଜିୟମ ଚାର୍ଲେରୟ ସହରର। ଏଠାରେ ଜଣେ ଯୁବକଙ୍କୁ ଟଙ୍କା ନେଇ ଅନ୍ୟମାନଙ୍କ ନିମନ୍ତେ ଟିକା ନେଉଥିଲେ।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଟିକା ନନେଇ ପ୍ରମାଣପତ୍ର ନେବାକୁ ଚାହୁଁଥିବା ଲୋକଙ୍କୁ ସମ୍ପର୍କ କରୁଥିଲେ। ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଯୁବକ ନିଜେ ଟିକା ନେଉଥିେଲ। କ୍ରମାଗତ ଭାବେ ଆସୁଥିବାରୁ ନବମ ଥର ଟିକା ନେବା ସମୟରେ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ। ଟିକା ନେବା ବଦଳରେ ଟଙ୍କା ଦେଇଥିବା ଲୋକଙ୍କୁ ପୁଲିସ ଚିହ୍ନଟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର