ବେଙ୍ଗାଲୁରୁରେ ବିସ୍ଫୋରଣ ଯୋଜନା, ୫ ସନ୍ଦିଗ୍ଧ ଗିରଫ

The Sakala Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବୁଧବାର ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ପୋଲିସ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡ଼ାଇ ଦେଇଛି। ସିଲ୍କ୍ ସିଟିରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍। ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ସିସିବି ଟିମ୍। ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍। ଗିରଫ ବେଳେ […]

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବୁଧବାର ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ପୋଲିସ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡ଼ାଇ ଦେଇଛି। ସିଲ୍କ୍ ସିଟିରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍। ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ସିସିବି ଟିମ୍। ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍। ଗିରଫ ବେଳେ ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ଯାଞ୍ଚ ଏଜେନ୍ସି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ସମସ୍ତ ଅଭିଯୁକ୍ତ ୨୦୧୭ରେ ଏକ ମର୍ଡର କେସର ଅଭିଯୁକ୍ତ ଥିବା ବେଳେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କଏଦୀ ଥିଲେ। ଏହି ସମୟରେ କେତେଜଣ ଆତଙ୍କବାଦୀଙ୍କ ସହ ସେମାନଙ୍କର ଯୋଗାଯୋଗ ହୋଇଥିଲା। ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି। ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

19 Jul 2023 By The Sakala

ବେଙ୍ଗାଲୁରୁରେ ବିସ୍ଫୋରଣ ଯୋଜନା, ୫ ସନ୍ଦିଗ୍ଧ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବୁଧବାର ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ପୋଲିସ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ଏଡ଼ାଇ ଦେଇଛି। ସିଲ୍କ୍ ସିଟିରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍। ISI ସହ ସେମାନଙ୍କର ଲିଙ୍କ୍ ଥିବା ସନ୍ଦେହ କରୁଛି ସିସିବି ଟିମ୍। ଧର୍ମାନ୍ତୀକରଣ ସହ କିଛି ଆତଙ୍କୀ ଗତିବିଧିରେ ସେମାନଙ୍କର ସମ୍ପୃକ୍ତି ଥିବା ସୂଚନା ପାଇଥିଲା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍। ଗିରଫ ବେଳେ ସେମାନଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ କରୁଛି ଯାଞ୍ଚ ଏଜେନ୍ସି।

ସମସ୍ତ ଅଭିଯୁକ୍ତ ୨୦୧୭ରେ ଏକ ମର୍ଡର କେସର ଅଭିଯୁକ୍ତ ଥିବା ବେଳେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ କଏଦୀ ଥିଲେ। ଏହି ସମୟରେ କେତେଜଣ ଆତଙ୍କବାଦୀଙ୍କ ସହ ସେମାନଙ୍କର ଯୋଗାଯୋଗ ହୋଇଥିଲା। ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି। ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର