ଗ୍ଯାସ ବୁକ୍ କରି ପାଆନ୍ତୁ ୯୦୦ ଟଙ୍କା ପର୍ଯ୍ଯନ୍ତ କ୍ଯାସବ୍ଯାକ୍, ଜାଣନ୍ତୁ କିପରି କରିବେ ବୁକ୍ …

The Sakala Picture
Published On

କରୋନା ଅବଧି ସମୟରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ସସସ୍ତ ସାମଗ୍ରୀ ମହଙ୍ଗା ହୋଇଛି।  ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ରିହାତି ଏବଂ କ୍ୟାସବ୍ୟାକ୍ ପ୍ରତି ଆକର୍ଷିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ମଧ୍ୟ ଗ୍ରାହକଙ୍କ ପାଇଁ ଅଫର୍ ପ୍ରଦାନ କରୁଛନ୍ତି। ଯଦି ଆମେ ଗ୍ୟାସ ସିଲିଣ୍ଡର ବିଷୟରେ କହିବା, ତେବେ ଦିଲ୍ଲୀର ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ହେଉଛି ୮୩୪ ଟଙ୍କା […]

କରୋନା ଅବଧି ସମୟରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ସସସ୍ତ ସାମଗ୍ରୀ ମହଙ୍ଗା ହୋଇଛି।  ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏଭଳି ପରିସ୍ଥିତିରେ ଲୋକମାନେ ରିହାତି ଏବଂ କ୍ୟାସବ୍ୟାକ୍ ପ୍ରତି ଆକର୍ଷିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ମଧ୍ୟ ଗ୍ରାହକଙ୍କ ପାଇଁ ଅଫର୍ ପ୍ରଦାନ କରୁଛନ୍ତି। ଯଦି ଆମେ ଗ୍ୟାସ ସିଲିଣ୍ଡର ବିଷୟରେ କହିବା, ତେବେ ଦିଲ୍ଲୀର ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ହେଉଛି ୮୩୪ ଟଙ୍କା ରହିଛି । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଦମଦାର ଅଫର ବିଷୟରେ କହିବାକୁ ଯାଉଛୁ, ଯାହା ଅଧୀନରେ ଆପଣ ତିନୋଟି ଏଲପିଜି ସିଲିଣ୍ଡରରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ) ଟ୍ୱିଟ୍ କରି ପେଟିଏମ୍ ଅଫରର ବିବରଣୀ ସେୟାର କରିଛି। ପେଟ୍ରୋଲିୟମ କମ୍ପାନୀ କହିଛି ଯେ, ଗ୍ରାହକମାନେ ପେଟିଏମରୁ ଗ୍ୟାସ ସିଲିଣ୍ଡର ବୁକିଂ ଉପରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ।  ଏହି ଅଫର କେବେଳେ ସେମାନଙ୍କୁ ମଳିବ ଯେଉଁମାନେ ପେଟିଏଣ ମଧ୍ଯମରେ ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ବୁକ କରି ନ ଥିବେ।

ଏହି ଅଫରର କିପରି ଲାଭ ଉଠେଇବେ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା-
-Paytmର ହୋମ ପେଜକୁ ଯାଇ ସୋ-ମୋର ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ।
-ଏହା ପରେ, ବାମପଟେ ଥିବା କଲମରେ ରିଚାର୍ଜ ଏବଂ ପେ- ବିଲର ବିକଳ୍ପ ଆସିବ, ଏହାକୁ ଚୟନ କରନ୍ତୁ।

-ବର୍ତ୍ତମାନ ବୁକ୍ ସିଲିଣ୍ଡରର ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।

-ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ଚୟନ କରନ୍ତୁ । ଏଠାରେ ଆପଣ ତିନୋଟି ବିକଳ୍ପ ଭରତ ଗ୍ୟାସ୍, ଇଣ୍ଡେନ୍ ଗ୍ୟାସ୍ ଏବଂ ଏଚପି ଗ୍ୟାସର ବିକଳ୍ପ ଦେଖିବେ।

-ଏହାକୁ ବାଛିବା ପରେ ତୁମର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା LPG ID କିମ୍ବା ଗ୍ରାହକ ନମ୍ବର ପ୍ରବେଶ କରିବେ।

-ଏହା ପରେ ତଳେଦିଆଯାଇଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଦେୟ ଦିଅନ୍ତୁ । ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ଆପଣଙ୍କ ପଞ୍ଜିକୃତ ଠିକଣାରେ ପହଞ୍ଚିଯିବ ।

27 Jul 2021 By The Sakala

https://www.thesakala.in/national-international/lpg-cylinder-cashback-cashback-upto-900-rupees/article-4147
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର