ଆସନ୍ତା ୨୮ରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ୍ ମେଓ୍ବାନୀ
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି। ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍ ମେଓ୍ବାନୀ ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଜିଗ୍ନେଶ୍ ମେଓ୍ବାନୀ କଂଗ୍ରେସରେ ଯୋଗଦେବେ। କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ […]
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି। ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍ ମେଓ୍ବାନୀ ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଜିଗ୍ନେଶ୍ ମେଓ୍ବାନୀ କଂଗ୍ରେସରେ ଯୋଗଦେବେ। କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି ।
ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, କହ୍ନେୟା କୁମାର ବିହାରରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଯୁବ ଚେହେରା ଭାବରେ କାର୍ଯ୍ୟକରିବେ ଏବଂ ଏହାର ଜାତୀୟ ଭୂମିକା ମଧ୍ୟ ରହିବ। ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ କଂଗ୍ରେସ ଏକ ଜାତୀୟ ଆନ୍ଦୋଳନ ରଣନୀତି କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଭାବଶାଳୀ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ରାହୁଲ ଗାନ୍ଧୀ ଏହି ଯୁବ ନେତାଙ୍କ ଏକ ଟିମ୍ ଗଠନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଭାରି ଭୋଟ୍ ଆଧାରକୁ ପ୍ରତିହତ କରିଛନ୍ତି।
CPI leader Kanhaiya Kumar and RDAM MLA Jignesh Mewani from Gujarat to join Congress on September 28: Sources
ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍, CJP ଏବଂ ଦେଶର ଜେନ୍ Zଙ୍କୁ ଅଭିନନ୍ଦନ ଜଣାଇଲେ(file phots of Mewani and Kumar, respectively) pic.twitter.com/9lCzGBvBme
— ANI (@ANI) September 25, 2021
ଏସବୁ ପଛରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ମତ ଦେଇଛନ୍ତି ଯେ ପୁରୁଣା ନେତାଙ୍କ ପାଇଁ ବର୍ତ୍ତମାନ କଂଗ୍ରେସ ଦଳରେ ଶେଷ ହେଉଛି, ତେଣୁ ବର୍ତ୍ତମାନ ଯୁବକମାନଙ୍କୁ ଏକ ସୁଯୋଗ ଦିଆଯାଉ। ସେ କହିଛନ୍ତି ଯେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନିଙ୍କ ପ୍ରବେଶ ଦ୍ୱାରା ଏହି କ୍ଷତିପୂରଣ ହୋଇପାରିବ। ନିର୍ବାଚନ ବୈତରଣୀ ପାର୍ ହେବାପାଇଁ କଂଗ୍ରେସ ଏବେ ଜାତୀୟ ସମୀକରଣ ସହିତ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛି । ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍ ମେଓ୍ବାନୀଙ୍କୁ ଦଳରେ ସାମିଲ କରିବା ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ଶୁଭଙ୍କର ହୋଇପାରେ ।
ଆସନ୍ତା ୨୮ରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ୍ ମେଓ୍ବାନୀ
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି। ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍ ମେଓ୍ବାନୀ ୨୮ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଜିଗ୍ନେଶ୍ ମେଓ୍ବାନୀ କଂଗ୍ରେସରେ ଯୋଗଦେବେ। କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି ।
ସମ୍ବାଦ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, କହ୍ନେୟା କୁମାର ବିହାରରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଯୁବ ଚେହେରା ଭାବରେ କାର୍ଯ୍ୟକରିବେ ଏବଂ ଏହାର ଜାତୀୟ ଭୂମିକା ମଧ୍ୟ ରହିବ। ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ କଂଗ୍ରେସ ଏକ ଜାତୀୟ ଆନ୍ଦୋଳନ ରଣନୀତି କରୁଥିବା କୁହାଯାଉଛି। ଏଥିପାଇଁ ପ୍ରଭାବଶାଳୀ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ରାହୁଲ ଗାନ୍ଧୀ ଏହି ଯୁବ ନେତାଙ୍କ ଏକ ଟିମ୍ ଗଠନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଭାରି ଭୋଟ୍ ଆଧାରକୁ ପ୍ରତିହତ କରିଛନ୍ତି।
CPI leader Kanhaiya Kumar and RDAM MLA Jignesh Mewani from Gujarat to join Congress on September 28: Sources
(file phots of Mewani and Kumar, respectively) pic.twitter.com/9lCzGBvBme