ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ- ପି ଚିଦମ୍ବରମ୍‍

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‍ କହିଛନ୍ତି। ସେ କହିଛନ୍ତି ଯେ,କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ଦଳ ତଥା ନେତୃବୃନ୍ଦ ଜାମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରଥମେ ଫେରିପାଇବା ଚାହାନ୍ତି। ତାହାପରେ ନିର୍ବାଚନ କଥା ଉଠିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଗ ନିର୍ବାଚନ ପରେ ରାଜ୍ୟ […]

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‍ କହିଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସେ କହିଛନ୍ତି ଯେ,କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ଦଳ ତଥା ନେତୃବୃନ୍ଦ ଜାମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରଥମେ ଫେରିପାଇବା ଚାହାନ୍ତି। ତାହାପରେ ନିର୍ବାଚନ କଥା ଉଠିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଗ ନିର୍ବାଚନ ପରେ ରାଜ୍ୟ ମାନ୍ୟତା କଥା କହୁଛନ୍ତି। ଚିଦମ୍ବରମ୍‍ କହିଛନ୍ତି, ଗାଡିକୁ ଘୋଡା ଟାଣିଥାଏ। ତେଣୁ ଏକ ରାଜ୍ୟ ନିଜର ନିର୍ବାଚନ କରାଇବା ଦରକାର। ଏକ ରାଜ୍ୟ ନିର୍ବାଚନ ଆୟୋଗ ଅଧୀନରେ ଏକ ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇପାରିବ। କିନ୍ତୁ ସରକାର ଆଗ ଗାଡି ଓ ତା’ପଛରେ ଘୋଡାକୁ ରଖିବାକୁ କାହିଁକି ଚାହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର