ଜମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା: ଗୋଟିଏ ପରିବାରର ୪ ମୃତ, ଜଣେ ନିଖୋଜ

The Sakala Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲାରେ ରବିବାର ବାଦଲ ଫଟା ବର୍ଷା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସେମାନେ ଛେଳି ପାଳନକାରୀ (ବକରୱାଲ) ଯାଯାବର ସଂପ୍ରଦାୟର ବୋଲି ଜଣାଯାଇଛି। ଏହି ପରିବାର ବାରମୂଳ ଜିଲାର ପର୍ବତ ପାଦଦେଶରେ ତୃଣଭୂମି ଅଞ୍ଚଳରେ ଥିବା ବେଳେ ବାଦଲ ଫଟା ବର୍ଷା ହୋଇଥିଲା। ସେଥିରେ ଛଅ ଜଣିଆ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା। ଜଣେ ଜୀବିତ ଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ନିଖୋଜ ଥିବା […]

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲାରେ ରବିବାର ବାଦଲ ଫଟା ବର୍ଷା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସେମାନେ ଛେଳି ପାଳନକାରୀ (ବକରୱାଲ) ଯାଯାବର ସଂପ୍ରଦାୟର ବୋଲି ଜଣାଯାଇଛି। ଏହି ପରିବାର ବାରମୂଳ ଜିଲାର ପର୍ବତ ପାଦଦେଶରେ ତୃଣଭୂମି ଅଞ୍ଚଳରେ ଥିବା ବେଳେ ବାଦଲ ଫଟା ବର୍ଷା ହୋଇଥିଲା। ସେଥିରେ ଛଅ ଜଣିଆ ପରିବାରର ୪ ସଦସ୍ୟଙ୍କର ମୃତ୍ୟୁ ଘଟିଥିଲା। ଜଣେ ଜୀବିତ ଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନାହିଁ। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି ବୋଲି ଉତ୍ତର କାଶ୍ମୀର ଡିଆଇଜି ସୁଜିତ କୁମାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର