ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ଟିକା

The Sakala Picture
Published On

ନୂଆଦିଲ୍ଲୀ: ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ଟିକା। ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ସେରମ ଇନଷ୍ଟିଚ୍ୟୁଟ । କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲାଙ୍କ ସୂଚନା ଦେଇଛନ୍ତି। ୨ଶହରୁ ୪ଶହ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟିକା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ସ୍ଥିର କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ […]

ନୂଆଦିଲ୍ଲୀ: ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ଟିକା। ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ସେରମ ଇନଷ୍ଟିଚ୍ୟୁଟ । କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲାଙ୍କ ସୂଚନା ଦେଇଛନ୍ତି। ୨ଶହରୁ ୪ଶହ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟିକା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ସ୍ଥିର କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଗର୍ଭାଶୟ କର୍କଟ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଟିକା ଲଞ୍ଚ କରିଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଋଷିଆର ଭୟଙ୍କର ମିସାଇଲ ମାଡ଼: ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ

ସୂଚନା ଅନୁଯାୟୀ, ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟିକା ଦିଆଯିବ। ଜୁଲାଇ ୧୨ତାରିଖରେ ଟିକାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲା ଡିସିଜିଆଇ। ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କୁ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ବିତୀୟ ସର୍ବାଧିକ ସଂକ୍ରମିତ କରୁଛି । ତେଣୁ ଏପରି ଏକ ସମୟରେ ଟିକାର ଆବଶ୍ୟକତା ରହିଥିବାବେଳେ, ଟିକା ବଜାରକୁ ଆସି ନ ଥିଲା। ଏବେ ଏହି ଟିକା ଦେଶକୁ ମିଳିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର