ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସ୍‌ହାର ୯୯.୮୬ ପ୍ରତିଶତ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି । ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । […]

ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍, ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଟିକ୍ରି କଲାନ୍‌ରେ ଅଘଟଣ: ସିଏନ୍‌ଜି ଷ୍ଟେସନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ ଓ ୬ ଆହତ

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ପହଞ୍ଚୁଛି ଚୀନ୍ ଓ ତୁର୍କୀର ମାରଣାସ୍ତ୍ର: ଭାରତ ବିରୋଧରେ କି ଷଡ଼ଯନ୍ତ୍ର କରୁଛି ଇସଲାମାବାଦ?

24 Jul 2021 By The Sakala

ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ପାସ୍‌ହାର ୯୯.୮୬ ପ୍ରତିଶତ

ନୂଆଦିଲ୍ଲୀ: ଆଜି ଆଇସିଏସଇ (ICSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଅପରାହ୍ନ ୩ଟା ପରଠାରୁ ଏହି ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର