ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ, ଧୂଆଁମୟ ସାରା ସହର

The Sakala Picture
Published On

କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ […]

କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

କିଭ୍‌ରେ ମିଶାଇଲ ମାଡରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ​‌ହୋଇଛନ୍ତି। ୟୁକ୍ରେନ୍ ଉପରେ ଏକକାଳୀନ ୭୫ଟି ମିସାଇଲ ମାଡ କରିସାରିଛି ରୁଷ। ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

10 Oct 2022 By The Sakala

ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ, ଧୂଆଁମୟ ସାରା ସହର

କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

କିଭ୍‌ରେ ମିଶାଇଲ ମାଡରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ​‌ହୋଇଛନ୍ତି। ୟୁକ୍ରେନ୍ ଉପରେ ଏକକାଳୀନ ୭୫ଟି ମିସାଇଲ ମାଡ କରିସାରିଛି ରୁଷ। ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁ ଧୂଆଁ ହୋଇଥିଲା ପୁରା ସହର । ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।

https://www.thesakala.in/national-international/horrific-missile-attack-on-ukraine-by-russia/article-15601
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର