ଗୁଜରାଟରୁ ଧରା ପଡ଼ିଲା ଆଉ ଜଣେ ପାକିସ୍ତାନୀ ଗୁପ୍ତଚର, ପେସାରେ ସ୍ୱାସ୍ଥ୍ୟ କର୍ମୀ…

The Sakala Picture
Published On

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯ। ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଉଥିଲେ। ଗୁଜରାଟ ATS ଏହି ଅଭିଯୁକ୍ତକୁ ଗିରଫ କରିଛି। ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ATS)ର ଜଣେ ବରିଷ୍ଠ ଅଧିକାରୀ କେ ସିଦ୍ଧାର୍ଥ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, […]

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତର ଅନେକ ଅଞ୍ଚଳରୁ ପାକିସ୍ତାନୀ ଗୁପ୍ତଚର ଧରାପଡୁଛନ୍ତି । ଏହି ସମୟରେ ଗୁଜରାଟରୁ ଜଣେ ଗୁପ୍ତଚର ଧରାପଡ଼ିଛି। ଅଭିଯୋଗ ହୋଇଛି ଯ। ଅଭିଯୁକ୍ତ ଜଣକ ଭାରତୀୟ ନୌସେନା ଏବଂ ବିଏସଏଫ ସହ ଜଡିତ ସମ୍ବେଦନଶୀଳ ସୂଚନା ଏବଂ ଫଟୋଗ୍ରାଫ ତାଙ୍କ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଉଥିଲେ। ଗୁଜରାଟ ATS ଏହି ଅଭିଯୁକ୍ତକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ATS)ର ଜଣେ ବରିଷ୍ଠ ଅଧିକାରୀ କେ ସିଦ୍ଧାର୍ଥ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଅଭିଯୁକ୍ତ ସହଦେବ ସିଂହ ଗୋହିଲ କଚ୍ଛର ବାସିନ୍ଦା ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରନ୍ତି। ଗୋହିଲ ୨୦୨୩ ମସିହାରେ ହ୍ୱାଟ୍ସଆପ୍ ମାଧ୍ୟମରେ ୨୮ବର୍ଷୀୟ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଗୁଜୁରାଟ ATS ଅଭିଯୁକ୍ତ ସହଦେବକୁ ମେ ୧ ତାରିଖରେ ପଚରାଉଚରା ପାଇଁ ଡକାଯାଇଥିଲା ।  ଯେଉଁଠାରେ ଜଣାପଡିଥିଲା ​​ଯେ, ସହଦେବ ୨୦୨୩ ମସିହାରେ ହ୍ୱାଟସଆପରେ ଅଦିତି ଭରଦ୍ୱାଜ ନାମକ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ତଦନ୍ତରୁ ଜଣାପଡିଲା ଯେ ଅଦିତି ଜଣେ ପାକିସ୍ତାନୀ ଏଜେଣ୍ଟ ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ସହଦେବ ଭାରତୀୟ ନୌସେନା ଏବଂ ବିଏସଏଫର ନୂତନ ସ୍ଥାନର ସମ୍ବେଦନଶୀଳ ଫଟୋଗ୍ରାଫ ସେୟାର କରିଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର