ଜେଫ୍ ବେଜୋସଙ୍କୁ ପଛରେ ପକାଇ ଟେସଲା ସିଇଓ ଏଲୋନ୍ ମସ୍କ ପୁଣିଥରେ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

The Sakala Picture
Published On

ନୂଆଦିଲ୍ଲୀ : ଦୁଇ ଦିନ ମଧ୍ୟରେ ଆମାଜନ ସିଇଓ ଜେଫ ବେଜୋସଙ୍କୁ ପଛରେ ପକାଇ ଟେସଲା ସିଇଓ ଏଲୋନ୍ ମସ୍କ ପୁନର୍ବାର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଆମେରିକୀୟ କାର ନିର୍ମାତା ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କ ପଛରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଦୁଇ ଦିନ ପୂର୍ବେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ (ଆମାଜନ ଡଟ୍ ଇନ୍ ଇନ ପ୍ରତିଷ୍ଠାତା ଜେଫ୍ ବେଜୋସ୍) ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ବର ସବୁଠୁ […]

ନୂଆଦିଲ୍ଲୀ : ଦୁଇ ଦିନ ମଧ୍ୟରେ ଆମାଜନ ସିଇଓ ଜେଫ ବେଜୋସଙ୍କୁ ପଛରେ ପକାଇ ଟେସଲା ସିଇଓ ଏଲୋନ୍ ମସ୍କ ପୁନର୍ବାର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଆମେରିକୀୟ କାର ନିର୍ମାତା ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କ ପଛରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଦୁଇ ଦିନ ପୂର୍ବେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ (ଆମାଜନ ଡଟ୍ ଇନ୍ ଇନ ପ୍ରତିଷ୍ଠାତା ଜେଫ୍ ବେଜୋସ୍) ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ବର ସବୁଠୁ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ।Elon Musk

ଆହୁରି ପଢ଼ନ୍ତୁ: ବାତିଲ ହେଲା NEET UG ୨୦୨୬ ପରୀକ୍ଷା: ସାନି ପରୀକ୍ଷା ନେଇ ଖୁବଶୀଘ୍ର ସୂଚନା ଜାରି କରିବ NTA

ତେବେ ବର୍ତ୍ତମାନ ଏଲୋନ୍ ମସ୍କ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ଆଖ୍ୟା ଅର୍ଜନ କରିଛନ୍ତି। ଏଲୋନ୍ ମସ୍କର ଧନ ଏକ ରକେଟ୍ ସ୍ପିଡରେ ବଢିବାରେ ଲାଗିଛି।  ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ  ଏଲୋନ୍ ମସ୍କଙ୍କ ପାଖରେ  ବର୍ତ୍ତମାନ ୧୯୯.୯ ବିଲିୟନ ଡଲାର ସମ୍ପତ୍ତି ରହିଛି। ସେହିପରି ଦ୍ବିତୀୟ ଧନଶାଳୀ ବ୍ୟକ୍ତି ବେଜୋସଙ୍କର ସମ୍ପତ୍ତି ୧୯୪.୨ ବିଲିୟନ ଡ଼ଲାର ଅଟେ। Elon Musk

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ କାଳବୈଶାଖୀର ତାଣ୍ଡବ: ଝଡ଼-ତୋଫାନ ଓ ବର୍ଷାରେ ୫୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ଏଲୋନ୍ ମସ୍କର ରକେଟ୍ କମ୍ପାନୀ ସ୍ପେସ୍ ଏକ୍ସ ନିବେଶକଙ୍କ ଗୋଷ୍ଠୀ ସେକ୍ୱିଆ କ୍ୟାପିଟାଲରୁ ଏହି ମାସରେ ଆଉ ୮୫୦ ନିୟୁତ ଡଲାରର ପୁଞ୍ଜି ନିବେଶ କରିଛି। ଏହା ପରେ, ଏଲୋନ୍ ମସ୍କର ସମ୍ପତ୍ତି ୧୧୦୦ ନିୟୁତ ଡଲାରରେ ବୃଦ୍ଧି ପାଇଛି। ସୂଚକାଙ୍କ ଅନୁଯାୟୀ, କମ୍ପାନୀର ରାଉଣ୍ଡ ମୂଲ୍ୟ ପ୍ରାୟ ୭୪ ବିଲିୟନ ଡଲାର ଅଟେ। ଅଗଷ୍ଟ ତୁଳନାରେ ୬୦% ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ହରିୟାଣାରେ ନିଆରା ବିବାହ: ବେଦିରେ ବସିବା ପୂର୍ବରୁ ବର-କନ୍ୟା କଲେ ଏଚଆଇଭି (HIV) ଟେଷ୍ଟ, ବିନା ଯୌତୁକରେ ହେଲା ବାହାଘର

Jeff Bezos
ଜେଫ୍ ବେଜୋସଙ୍କର ମୋଟ ସମ୍ପତ୍ତି ୧୯୪  ମିଲିୟନ୍ ଡଲାର୍ ବା ପ୍ରାୟ ୧୪.୩୫  ଲକ୍ଷ କୋଟି ଟଙ୍କା ରହିଛି ଏବଂ ଏହି କ୍ଷେତ୍ରରେ ସେ ବର୍ତ୍ତମାନ ଧନୀ ବିଲିୟନେୟାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିସହ ଏହି ସପ୍ତାହରେ ମସ୍କ ସୋସିଆଲ ମିଡିଆ ଆପ୍ କ୍ଲବ ହାଉସରେ ଚାଟ୍ ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିନ୍ ପୁଟିନଙ୍କୁ ଆମନ୍ତ୍ରଣ କରିଥିଲେ ।

billgates

ବ୍ଲୁମବର୍ଗ ବିଲିନର୍ସ ଇଣ୍ଡେକ୍ସ ଅନୁଯାୟୀ ବିଲ୍ ଗେଟ୍ସ ୧୩୭ ବିଲିୟନ ଡ଼ଲାର୍ ସହିତ ତୃତୀୟ, ବର୍ନାର୍ଡ ଆର୍ନାଲ୍ଟ୍ ୧୧୬ ବିଲିୟନ ଡଲାର ସମ୍ପତ୍ତି ସହିତ ଚତୁର୍ଥ ଓ ମାର୍କ ଜୁକରବର୍ଗ (୧୦୪ ବିଲିୟନ ଡ଼ଲାର୍) ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

19 Feb 2021 By The Sakala

ଜେଫ୍ ବେଜୋସଙ୍କୁ ପଛରେ ପକାଇ ଟେସଲା ସିଇଓ ଏଲୋନ୍ ମସ୍କ ପୁଣିଥରେ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ : ଦୁଇ ଦିନ ମଧ୍ୟରେ ଆମାଜନ ସିଇଓ ଜେଫ ବେଜୋସଙ୍କୁ ପଛରେ ପକାଇ ଟେସଲା ସିଇଓ ଏଲୋନ୍ ମସ୍କ ପୁନର୍ବାର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଆମେରିକୀୟ କାର ନିର୍ମାତା ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କ ପଛରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଦୁଇ ଦିନ ପୂର୍ବେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ (ଆମାଜନ ଡଟ୍ ଇନ୍ ଇନ ପ୍ରତିଷ୍ଠାତା ଜେଫ୍ ବେଜୋସ୍) ଏଲୋନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ବର ସବୁଠୁ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ।Elon Musk

ତେବେ ବର୍ତ୍ତମାନ ଏଲୋନ୍ ମସ୍କ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେବାର ଆଖ୍ୟା ଅର୍ଜନ କରିଛନ୍ତି। ଏଲୋନ୍ ମସ୍କର ଧନ ଏକ ରକେଟ୍ ସ୍ପିଡରେ ବଢିବାରେ ଲାଗିଛି।  ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ  ଏଲୋନ୍ ମସ୍କଙ୍କ ପାଖରେ  ବର୍ତ୍ତମାନ ୧୯୯.୯ ବିଲିୟନ ଡଲାର ସମ୍ପତ୍ତି ରହିଛି। ସେହିପରି ଦ୍ବିତୀୟ ଧନଶାଳୀ ବ୍ୟକ୍ତି ବେଜୋସଙ୍କର ସମ୍ପତ୍ତି ୧୯୪.୨ ବିଲିୟନ ଡ଼ଲାର ଅଟେ। Elon Musk

ଏଲୋନ୍ ମସ୍କର ରକେଟ୍ କମ୍ପାନୀ ସ୍ପେସ୍ ଏକ୍ସ ନିବେଶକଙ୍କ ଗୋଷ୍ଠୀ ସେକ୍ୱିଆ କ୍ୟାପିଟାଲରୁ ଏହି ମାସରେ ଆଉ ୮୫୦ ନିୟୁତ ଡଲାରର ପୁଞ୍ଜି ନିବେଶ କରିଛି। ଏହା ପରେ, ଏଲୋନ୍ ମସ୍କର ସମ୍ପତ୍ତି ୧୧୦୦ ନିୟୁତ ଡଲାରରେ ବୃଦ୍ଧି ପାଇଛି। ସୂଚକାଙ୍କ ଅନୁଯାୟୀ, କମ୍ପାନୀର ରାଉଣ୍ଡ ମୂଲ୍ୟ ପ୍ରାୟ ୭୪ ବିଲିୟନ ଡଲାର ଅଟେ। ଅଗଷ୍ଟ ତୁଳନାରେ ୬୦% ବୃଦ୍ଧି ଘଟିଛି।

Jeff Bezos
ଜେଫ୍ ବେଜୋସଙ୍କର ମୋଟ ସମ୍ପତ୍ତି ୧୯୪  ମିଲିୟନ୍ ଡଲାର୍ ବା ପ୍ରାୟ ୧୪.୩୫  ଲକ୍ଷ କୋଟି ଟଙ୍କା ରହିଛି ଏବଂ ଏହି କ୍ଷେତ୍ରରେ ସେ ବର୍ତ୍ତମାନ ଧନୀ ବିଲିୟନେୟାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିସହ ଏହି ସପ୍ତାହରେ ମସ୍କ ସୋସିଆଲ ମିଡିଆ ଆପ୍ କ୍ଲବ ହାଉସରେ ଚାଟ୍ ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିନ୍ ପୁଟିନଙ୍କୁ ଆମନ୍ତ୍ରଣ କରିଥିଲେ ।

billgates

ବ୍ଲୁମବର୍ଗ ବିଲିନର୍ସ ଇଣ୍ଡେକ୍ସ ଅନୁଯାୟୀ ବିଲ୍ ଗେଟ୍ସ ୧୩୭ ବିଲିୟନ ଡ଼ଲାର୍ ସହିତ ତୃତୀୟ, ବର୍ନାର୍ଡ ଆର୍ନାଲ୍ଟ୍ ୧୧୬ ବିଲିୟନ ଡଲାର ସମ୍ପତ୍ତି ସହିତ ଚତୁର୍ଥ ଓ ମାର୍କ ଜୁକରବର୍ଗ (୧୦୪ ବିଲିୟନ ଡ଼ଲାର୍) ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର