ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ କେନ୍ଦ୍ରକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ : ଗୁରୁବାର ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ୱାଟ୍ସଆପ୍‌ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ […]

ନୂଆଦିଲ୍ଲୀ : ଗୁରୁବାର ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ୱାଟ୍ସଆପ୍‌ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀର (PoJK) କାହିଁକି ସାଜିଛି ରାୱଲପିଣ୍ଡି ପାଇଁ ମୁଣ୍ଡବିନ୍ଧା?

କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ନିଜ ଜବାବରେ କହିଛି ଯେ, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବାର୍ତ୍ତା ପଠାଯାଇଥିଲା । କିନ୍ତୁ ସିଷ୍ଟମ ଏବଂ ନେଟୱାର୍କ ସମସ୍ୟା ଯୋଗୁଁ କିଛି ଲୋକଙ୍କ ପାଖରେ ଏହା ବିଳମ୍ବରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା: ଦିଲ୍ଲୀ ଓ ହରିୟାଣାରେ ରେଡ୍ ଆଲର୍ଟ ଜାରି

21 Mar 2024 By The Sakala

ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ କେନ୍ଦ୍ରକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୁରୁବାର ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ୱାଟ୍ସଆପ୍‌ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।

କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ନିଜ ଜବାବରେ କହିଛି ଯେ, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବାର୍ତ୍ତା ପଠାଯାଇଥିଲା । କିନ୍ତୁ ସିଷ୍ଟମ ଏବଂ ନେଟୱାର୍କ ସମସ୍ୟା ଯୋଗୁଁ କିଛି ଲୋକଙ୍କ ପାଖରେ ଏହା ବିଳମ୍ବରେ ପହଞ୍ଚିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର