ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫

The Sakala Picture
Published On

ଉତ୍ତରାଖଣ୍ଡ: ଥରିଲା ଦେବଭୂମି । ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ। ରବିବାର ସକାଳୁ ସକାଳୁ ଥରି ଉଠିଲା ଉତ୍ତରକାଶୀ ଜିଲ୍ଲା। ସକାଳ ୮ଟା ୩୩ ମିନିଟ୍ରେ ଭୂକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି। ଭାରତୀୟ ଭୂକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ […]

ଉତ୍ତରାଖଣ୍ଡ: ଥରିଲା ଦେବଭୂମି । ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ। ରବିବାର ସକାଳୁ ସକାଳୁ ଥରି ଉଠିଲା ଉତ୍ତରକାଶୀ ଜିଲ୍ଲା। ସକାଳ ୮ଟା ୩୩ ମିନିଟ୍ରେ ଭୂକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଭାରତୀୟ ଭୂକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ ମିନିଟରେ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ରହିଥିବାବେଳେ ସ୍ଥଳଭାଗର ୫ କିଲୋମିଟର ଗଭୀରତା ପର୍ଯ୍ଯନ୍ତ ରହିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । କେବଳ ଭାରତ ନୁହେଁ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

06 Nov 2022 By The Sakala

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୫

ଉତ୍ତରାଖଣ୍ଡ: ଥରିଲା ଦେବଭୂମି । ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ। ରବିବାର ସକାଳୁ ସକାଳୁ ଥରି ଉଠିଲା ଉତ୍ତରକାଶୀ ଜିଲ୍ଲା। ସକାଳ ୮ଟା ୩୩ ମିନିଟ୍ରେ ଭୂକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି।

ଭାରତୀୟ ଭୂକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ ମିନିଟରେ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ରହିଥିବାବେଳେ ସ୍ଥଳଭାଗର ୫ କିଲୋମିଟର ଗଭୀରତା ପର୍ଯ୍ଯନ୍ତ ରହିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । କେବଳ ଭାରତ ନୁହେଁ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର