କରୋନା କଟକଣା: ବିମାନଯାତ୍ରାରେ ମାସ୍କ ବାଧ୍ଯତାମୂଳକ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଡ଼ିଜିସିଏ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।  କେଉଁ ଯାତ୍ରୀ ମାସ୍କ ପିନ୍ଧିଛନ୍ତି କେଉଁ ମାନେ ପିନ୍ଧିନାହାନ୍ତି ସେପ୍ରତି ତିକ୍ଷଣ ଦୃଷ୍ଟି ଦେବାକୁ ଏୟାରଲାଇନ ଅଧିକାରୀମାନଙ୍କୁ ମଧ୍ୟ ସତର୍କ […]

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଡ଼ିଜିସିଏ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।  କେଉଁ ଯାତ୍ରୀ ମାସ୍କ ପିନ୍ଧିଛନ୍ତି କେଉଁ ମାନେ ପିନ୍ଧିନାହାନ୍ତି ସେପ୍ରତି ତିକ୍ଷଣ ଦୃଷ୍ଟି ଦେବାକୁ ଏୟାରଲାଇନ ଅଧିକାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ପୁରା ଯାତ୍ରା ସମୟରେ ବି ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ହେବ। କୌଣସି ଜରୁରୀ ପରିସ୍ଥିତିରେ ନିୟମରେ କିଛିଟା କୋହଳ କରାଯିବ। ଅତି ଜରୁରୀ ସ୍ଥିତିରେ ମୁହଁରୁ ମାସ୍କ କାଢି ପାରିବେ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: କୋଟିଏ ଟଙ୍କା ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଡ଼ିଜିସିଏ ପକ୍ଷରୁ କୁହାଯାଇଛିଯେ ତଦାରଖ କରିବାକୁ ସିଆଇଏସଏଫ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ରେଜଲ୍ଟର ୧୦ ଦିନ ପରେ ସସ୍‌ପେନ୍ସର ଅନ୍ତ ଘଟାଇଲା କଂଗ୍ରେସ, କେରଳର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତୀଶନ

08 Jun 2022 By The Sakala

କରୋନା କଟକଣା: ବିମାନଯାତ୍ରାରେ ମାସ୍କ ବାଧ୍ଯତାମୂଳକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଡ଼ିଜିସିଏ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।  କେଉଁ ଯାତ୍ରୀ ମାସ୍କ ପିନ୍ଧିଛନ୍ତି କେଉଁ ମାନେ ପିନ୍ଧିନାହାନ୍ତି ସେପ୍ରତି ତିକ୍ଷଣ ଦୃଷ୍ଟି ଦେବାକୁ ଏୟାରଲାଇନ ଅଧିକାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ପୁରା ଯାତ୍ରା ସମୟରେ ବି ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ହେବ। କୌଣସି ଜରୁରୀ ପରିସ୍ଥିତିରେ ନିୟମରେ କିଛିଟା କୋହଳ କରାଯିବ। ଅତି ଜରୁରୀ ସ୍ଥିତିରେ ମୁହଁରୁ ମାସ୍କ କାଢି ପାରିବେ ।

ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଡ଼ିଜିସିଏ ପକ୍ଷରୁ କୁହାଯାଇଛିଯେ ତଦାରଖ କରିବାକୁ ସିଆଇଏସଏଫ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର