ମହାରାଷ୍ଟ୍ରରେ ବିଜେପି ଖରାପ ପ୍ରଦର୍ଶନ, ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଫଡନାଭିସ୍‌

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ଦଳ ଭଲ ପ୍ରଦର୍ଶନ ନ କରିଥିବାରୁ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଡନାଭିସ କହିଛନ୍ତି, ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍‌ ବସଙ୍କୁ ଅନୁରୋଧ କରୁଛି। ଏହାଦ୍ୱାରା ମୁଁ ବାହାରେ ରହି ଦଳ ପାଇଁ କାମ କରିପାରିବି। ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି […]

ମହାରାଷ୍ଟ୍ର: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ଦଳ ଭଲ ପ୍ରଦର୍ଶନ ନ କରିଥିବାରୁ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ଫଡନାଭିସ କହିଛନ୍ତି, ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍‌ ବସଙ୍କୁ ଅନୁରୋଧ କରୁଛି। ଏହାଦ୍ୱାରା ମୁଁ ବାହାରେ ରହି ଦଳ ପାଇଁ କାମ କରିପାରିବି। ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଫଡନାଭିସ ଏପରି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ବିଜେପି ଓ ବିଭାଜିତ ହୋଇ ନଥିବା ଉଦ୍ଧବ ଠାକରେଙ୍କ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି ୨୫ଟି ଆସନରେ ନିର୍ବାଚନ ଲଢ଼ି ୨୩ଟିରେ ଜିତିଥିଲା। ସେହିପରି ଶିବସେନା ୧୮ଟି ଆସନରେ ଜିତିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

କିନ୍ତୁ ୨୦୨୪ରେ ସ୍ଥିତି ବଦଳିଛି। ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମିଶି ଉଦ୍ଧବ ସେନା ଲୋକସଭା ନିର୍ବାଚନ ଲଢ଼ିଥିଲା। ବିଜେପି ଏକନାଥ ସିନ୍ଦେଙ୍କ ସେନା ଓ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲା।ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଶରଦ ପାୱାର ୮ଟି ଜିତିଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଓ କଂଗ୍ରେସ ୧୩ଟି ସ୍ଥାନରେ ବାଜିମାତ କରିଛି। ବିଜେପି ଓ ଏହାର ସହଯୋଗୀମାନେ ୧୭ଟି ଆସନ ଜିତିଛନ୍ତି। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

05 Jun 2024 By The Sakala

ମହାରାଷ୍ଟ୍ରରେ ବିଜେପି ଖରାପ ପ୍ରଦର୍ଶନ, ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଫଡନାଭିସ୍‌

ମହାରାଷ୍ଟ୍ର: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ଦଳ ଭଲ ପ୍ରଦର୍ଶନ ନ କରିଥିବାରୁ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଫଡନାଭିସ କହିଛନ୍ତି, ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍‌ ବସଙ୍କୁ ଅନୁରୋଧ କରୁଛି। ଏହାଦ୍ୱାରା ମୁଁ ବାହାରେ ରହି ଦଳ ପାଇଁ କାମ କରିପାରିବି। ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଫଡନାଭିସ ଏପରି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ବିଜେପି ଓ ବିଭାଜିତ ହୋଇ ନଥିବା ଉଦ୍ଧବ ଠାକରେଙ୍କ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି ୨୫ଟି ଆସନରେ ନିର୍ବାଚନ ଲଢ଼ି ୨୩ଟିରେ ଜିତିଥିଲା। ସେହିପରି ଶିବସେନା ୧୮ଟି ଆସନରେ ଜିତିଥିଲା।

କିନ୍ତୁ ୨୦୨୪ରେ ସ୍ଥିତି ବଦଳିଛି। ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ସହ ମିଶି ଉଦ୍ଧବ ସେନା ଲୋକସଭା ନିର୍ବାଚନ ଲଢ଼ିଥିଲା। ବିଜେପି ଏକନାଥ ସିନ୍ଦେଙ୍କ ସେନା ଓ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟ କରିଥିଲା।ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଶରଦ ପାୱାର ୮ଟି ଜିତିଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଓ କଂଗ୍ରେସ ୧୩ଟି ସ୍ଥାନରେ ବାଜିମାତ କରିଛି। ବିଜେପି ଓ ଏହାର ସହଯୋଗୀମାନେ ୧୭ଟି ଆସନ ଜିତିଛନ୍ତି। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର