ବ୍ୟାଙ୍କ ଡୁବିଲେ କି ବନ୍ଦ ହେଲେ ଜମାକାରୀ ପାଇବେ ୫ ଲକ୍ଷ

The Sakala Picture
Published On

ନୂଆଦିଲ୍ଲୀ : ଋଣ ସ୍ଥଗନ ଅବଧି (ମୋରାଟୋରିୟମ୍‌) ଅଧୀନରେ ରହିଥିବା ବ୍ୟାଙ୍କଗୁଡିକର ଜମାକାରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଏଣିକି ବ୍ୟାଙ୍କ ଡୁବିଲେ କିମ୍ବା ବନ୍ଦ ହୋଇଗଲେ ଏହାର ଜମାକାରୀଙ୍କୁ ୯୦ ଦିନ ଭିତରେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା। ତେବେ ଏ କ୍ଷେତ୍ରରେ ବ୍ୟାଙ୍କଟି ଆରବିଆଇ ଦ୍ବାରା ମୋରାଟୋରିୟମ୍‌ ଅଧୀନରେ ରହିଥିବା ଜରୁରୀ। ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିସିଆଇଜିସି) ବିଲ୍‌ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଅନୁମୋଦନ ଦେବା ପରେ ଏହି […]

ନୂଆଦିଲ୍ଲୀ : ଋଣ ସ୍ଥଗନ ଅବଧି (ମୋରାଟୋରିୟମ୍‌) ଅଧୀନରେ ରହିଥିବା ବ୍ୟାଙ୍କଗୁଡିକର ଜମାକାରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଏଣିକି ବ୍ୟାଙ୍କ ଡୁବିଲେ କିମ୍ବା ବନ୍ଦ ହୋଇଗଲେ ଏହାର ଜମାକାରୀଙ୍କୁ ୯୦ ଦିନ ଭିତରେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା। ତେବେ ଏ କ୍ଷେତ୍ରରେ ବ୍ୟାଙ୍କଟି ଆରବିଆଇ ଦ୍ବାରା ମୋରାଟୋରିୟମ୍‌ ଅଧୀନରେ ରହିଥିବା ଜରୁରୀ। ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିସିଆଇଜିସି) ବିଲ୍‌ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଅନୁମୋଦନ ଦେବା ପରେ ଏହି ନୂଆ ବ୍ୟବସ୍ଥା ଘୋଷଣା କରାଯାଇଛି। ଏଥିପାଇଁ ଡିସିଆଇଜିସି ଆଇନରେ ସଂଶୋଧନ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର