ଆନ୍ଧ୍ରପ୍ରଦେଶରେ ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ, ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

The Sakala Picture
Published On

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଲଜ୍ଜା, ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ। ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ କେନାଲକୁ ଫିଙ୍ଗିଲେ ଅଭିଯୁକ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଅଭିଯୁକ୍ତ ଛାତ୍ର । କୋମଳ ବୟସରେ ନୃସଂସତାର ସବୁ ସୀମା ଟପିଗଲେ ଏହି ନାବାଳକ ଛାତ୍ର। ଜଣେ ତୃତୀୟ ଶ୍ରେଣୀରେ ପାଠପଢୁଥିବା ଝିଅକୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଛନ୍ତି ୩ ଜଣ ନାବାଳକ ଅପରାଧୀ। ଏଭଳି ଲୋମଟାଙ୍କୁରା ଖବର ଆସିଛି ପଡୋଶୀ […]

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଲଜ୍ଜା, ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ। ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ କେନାଲକୁ ଫିଙ୍ଗିଲେ ଅଭିଯୁକ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଅଭିଯୁକ୍ତ ଛାତ୍ର । କୋମଳ ବୟସରେ ନୃସଂସତାର ସବୁ ସୀମା ଟପିଗଲେ ଏହି ନାବାଳକ ଛାତ୍ର। ଜଣେ ତୃତୀୟ ଶ୍ରେଣୀରେ ପାଠପଢୁଥିବା ଝିଅକୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଛନ୍ତି ୩ ଜଣ ନାବାଳକ ଅପରାଧୀ। ଏଭଳି ଲୋମଟାଙ୍କୁରା ଖବର ଆସିଛି ପଡୋଶୀ ଆନ୍ଧ୍ରପ୍ରଦେଶରୁ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ଏକ ସ୍କୁଲରେ ପଢୁଥିବା ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ ଆଉ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାକୁ ହତ୍ୟା କରି ସ୍କୁଲ ନିକଟ ନଦୀରେ ଫିଙ୍ଗି ଦେଇଥିଲେ ସେହି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ୩ଜଣ ଛାତ୍ର। ଖବର ପ୍ରଘଟ ହେବାପରେ ନାବାଳିକାର ମୃତଦେହ ଖୋଜିବା ସହ ୩ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଲାଇଛି ପୋଲିସ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଛାତ୍ରୀଙ୍କର କୌଣସି ସନ୍ଧାନ ନପାଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ତଦନ୍ତ ଚଳାଇଥିବା ସମୟରେ ଅନ୍ୟ ଜଣେ ଛାତ୍ରୀଙ୍କ ଠାରୁ ସ୍କୁଲର କିଛି ଛାତ୍ର ପୀଡିତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ଜାଣିବାକୁ ପାଇଥିଲା ପୁଲିସ । ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ଛାତ୍ରମାନେ ନାବାଳିକା ପଢୁଥିବା ସ୍କୁଲର ଛାତ୍ର। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଓ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢୁଥିଲେ। ପରେ ଛାନଭିନରେ ନିକଟସ୍ଥ କେନାଲରୁ ନାବାଳିକାର ମୃତଦେହ ଜବତ ହୋଇଛି । ଅଭିଯୁକ୍ତ କହିଛନ୍ତି ପାର୍କରେ ଖେଳିବା ସମୟରେ ଡ୍ୟାମ ବୁଲାଇବାକୁ କହି ନାବାଳିକାକୁ ସାଙ୍ଗରେ ନେଇଥିଲେ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଘରକୁ ଫେରି ଆସିଥିଲେ । ଆନ୍ଧ୍ରପ୍ରଦେଶର ଏହି ଲଜ୍ଜାଜନକ ଘଟଣା ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

11 Jul 2024 By The Sakala

ଆନ୍ଧ୍ରପ୍ରଦେଶରେ ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ, ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଲଜ୍ଜା, ନାବାଳକ ଛାତ୍ରଙ୍କ ଅମାନୁଷିକ କାଣ୍ଡ। ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଭତ୍ସ ହତ୍ୟା । ଗଣଦୁଷ୍କର୍ମ ପରେ କେନାଲକୁ ଫିଙ୍ଗିଲେ ଅଭିଯୁକ୍ତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଅଭିଯୁକ୍ତ ଛାତ୍ର । କୋମଳ ବୟସରେ ନୃସଂସତାର ସବୁ ସୀମା ଟପିଗଲେ ଏହି ନାବାଳକ ଛାତ୍ର। ଜଣେ ତୃତୀୟ ଶ୍ରେଣୀରେ ପାଠପଢୁଥିବା ଝିଅକୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଛନ୍ତି ୩ ଜଣ ନାବାଳକ ଅପରାଧୀ। ଏଭଳି ଲୋମଟାଙ୍କୁରା ଖବର ଆସିଛି ପଡୋଶୀ ଆନ୍ଧ୍ରପ୍ରଦେଶରୁ।

ଏକ ସ୍କୁଲରେ ପଢୁଥିବା ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ପ୍ରଥମେ ଗଣଦୁଷ୍କର୍ମ କରିଥିଲେ ଆଉ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାକୁ ହତ୍ୟା କରି ସ୍କୁଲ ନିକଟ ନଦୀରେ ଫିଙ୍ଗି ଦେଇଥିଲେ ସେହି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ୩ଜଣ ଛାତ୍ର। ଖବର ପ୍ରଘଟ ହେବାପରେ ନାବାଳିକାର ମୃତଦେହ ଖୋଜିବା ସହ ୩ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଲାଇଛି ପୋଲିସ।

ସୂଚନା ଅନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଛାତ୍ରୀଙ୍କର କୌଣସି ସନ୍ଧାନ ନପାଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ତଦନ୍ତ ଚଳାଇଥିବା ସମୟରେ ଅନ୍ୟ ଜଣେ ଛାତ୍ରୀଙ୍କ ଠାରୁ ସ୍କୁଲର କିଛି ଛାତ୍ର ପୀଡିତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ଜାଣିବାକୁ ପାଇଥିଲା ପୁଲିସ । ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ଛାତ୍ରମାନେ ନାବାଳିକା ପଢୁଥିବା ସ୍କୁଲର ଛାତ୍ର। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଓ ଅନ୍ୟ ଜଣେ ସପ୍ତମ ଶ୍ରେଣୀରେ ପଢୁଥିଲେ। ପରେ ଛାନଭିନରେ ନିକଟସ୍ଥ କେନାଲରୁ ନାବାଳିକାର ମୃତଦେହ ଜବତ ହୋଇଛି । ଅଭିଯୁକ୍ତ କହିଛନ୍ତି ପାର୍କରେ ଖେଳିବା ସମୟରେ ଡ୍ୟାମ ବୁଲାଇବାକୁ କହି ନାବାଳିକାକୁ ସାଙ୍ଗରେ ନେଇଥିଲେ ଅଭିଯୁକ୍ତ ଦୁଷ୍କର୍ମ ପରେ ହତ୍ୟା କରି କେନାଲକୁ ଫିଙ୍ଗି ଘରକୁ ଫେରି ଆସିଥିଲେ । ଆନ୍ଧ୍ରପ୍ରଦେଶର ଏହି ଲଜ୍ଜାଜନକ ଘଟଣା ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର