ସୀମାରେ ଡ୍ରୋନ ଓ ଯୁଦ୍ଧ ବିମାନ ମୁତୟନ କରିଛି ଚୀନ; ସାଟେଲାଇଟ୍ ଫଟୋରୁ ଆସିଲା ଏଭଳି ସଂଘାତିକ ସତ

The Sakala Picture
Published On

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଚୀନ ତା’ର ତୀବ୍ବତୀୟ ଏୟାରବେସ୍‌ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି। ସୀମାରେ ଚୀନ୍‌ ଏୟାର ଆକ୍ଟିଭିଟି ବଢ଼ିଥିବାରୁ ବାୟୁସେନା ଆଲର୍ଟରେ ରହିଛି । ପୂର୍ବରୁ ଚୀନର ଏହି ସୀମାରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । […]

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଚୀନ ତା’ର ତୀବ୍ବତୀୟ ଏୟାରବେସ୍‌ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି। ସୀମାରେ ଚୀନ୍‌ ଏୟାର ଆକ୍ଟିଭିଟି ବଢ଼ିଥିବାରୁ ବାୟୁସେନା ଆଲର୍ଟରେ ରହିଛି ।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ପୂର୍ବରୁ ଚୀନର ଏହି ସୀମାରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । କିନ୍ତୁ ତୱାଙ୍ଗ ସଘଂର୍ଷ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଏହି ଡ୍ରୋନ ଲଗାତାର ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଟାର୍ଗେଟ ହିଟ୍ ପାଇଁ କ୍ରୁଜ ମିସାଇଲକୁ ଏହା ତଥ୍ୟ ଟ୍ରାନ୍ସଫର କରିଥାଏ ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଭାରତୀୟ ବାୟୁସେନାର ପୂର୍ବତନ ଫାଇଟର ପାଇଲଟ୍‌ ସମୀର ଯୋଶୀ କହିଛନ୍ତି ଯେ ଚୀନ ସେନା ଅକ୍ସାଇ ଚୀନ ଏବଂ ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳଗୁଡିକରେ ମିଶନରେ ଅଛନ୍ତି । ସେଠାରେ ଚୀନର ବାୟୁ ସେନା ଭାରତ ଉପରେ ନଜର ରଖିଛନ୍ତି । ଆଉ ଏଥିରେ ଡ୍ରାଗନକୁ ଖୁବ ସହଯୋଗ କରୁଛି ଶକ୍ତିଶାଳୀ ଡ୍ରୋନ୍‌ ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

20 Dec 2022 By The Sakala

ସୀମାରେ ଡ୍ରୋନ ଓ ଯୁଦ୍ଧ ବିମାନ ମୁତୟନ କରିଛି ଚୀନ; ସାଟେଲାଇଟ୍ ଫଟୋରୁ ଆସିଲା ଏଭଳି ସଂଘାତିକ ସତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ। ଚୀନ ତା’ର ତୀବ୍ବତୀୟ ଏୟାରବେସ୍‌ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି। ସୀମାରେ ଚୀନ୍‌ ଏୟାର ଆକ୍ଟିଭିଟି ବଢ଼ିଥିବାରୁ ବାୟୁସେନା ଆଲର୍ଟରେ ରହିଛି ।

ପୂର୍ବରୁ ଚୀନର ଏହି ସୀମାରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । କିନ୍ତୁ ତୱାଙ୍ଗ ସଘଂର୍ଷ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଏହି ଡ୍ରୋନ ଲଗାତାର ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଟାର୍ଗେଟ ହିଟ୍ ପାଇଁ କ୍ରୁଜ ମିସାଇଲକୁ ଏହା ତଥ୍ୟ ଟ୍ରାନ୍ସଫର କରିଥାଏ ।

ଭାରତୀୟ ବାୟୁସେନାର ପୂର୍ବତନ ଫାଇଟର ପାଇଲଟ୍‌ ସମୀର ଯୋଶୀ କହିଛନ୍ତି ଯେ ଚୀନ ସେନା ଅକ୍ସାଇ ଚୀନ ଏବଂ ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳଗୁଡିକରେ ମିଶନରେ ଅଛନ୍ତି । ସେଠାରେ ଚୀନର ବାୟୁ ସେନା ଭାରତ ଉପରେ ନଜର ରଖିଛନ୍ତି । ଆଉ ଏଥିରେ ଡ୍ରାଗନକୁ ଖୁବ ସହଯୋଗ କରୁଛି ଶକ୍ତିଶାଳୀ ଡ୍ରୋନ୍‌ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର