ଜାନୁଆରୀ ୧ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା ପାଇଁ କୋୱିନ ଆପରେ ସ୍ଲଟ୍ ବୁକିଂ ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୧ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ।  ପଞ୍ଜୀକରଣ ପାଇଁ ଏକ ଅତିରିକ୍ତ ଆଇଡି କାର୍ଡ ଯୋଡାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ, […]

ନୂଆଦିଲ୍ଲୀ: ଜାନୁଆରୀ ୧ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ।  ପଞ୍ଜୀକରଣ ପାଇଁ ଏକ ଅତିରିକ୍ତ ଆଇଡି କାର୍ଡ ଯୋଡାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ, ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଜାନୁଆରୀ ୩ ତାରିଖ ୨୦୨୨ ରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

27 Dec 2021 By The Sakala

ଜାନୁଆରୀ ୧ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା ପାଇଁ କୋୱିନ ଆପରେ ସ୍ଲଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଜାନୁଆରୀ ୧ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ।  ପଞ୍ଜୀକରଣ ପାଇଁ ଏକ ଅତିରିକ୍ତ ଆଇଡି କାର୍ଡ ଯୋଡାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ, ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଜାନୁଆରୀ ୩ ତାରିଖ ୨୦୨୨ ରୁ ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର