ଖରାପ ହେଲା କେବଲ କାର୍: ମଝି ଆକାଶରେ ଫସି ରହିଲେ ପର୍ଯ୍ଯଟକ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରଓ୍ୱାନୁରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ କାର ଖରାପ ହୋଇଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ଯଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଇଛି। #WATCH | Himachal Pradesh: Rescue operation underway at Parwanoo Timber Trail where a cable car trolly with tourists is stuck mid-air. pic.twitter.com/VWR13M8wLV […]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପରଓ୍ୱାନୁରେ ଥିବା ଟିମ୍ବର ଟ୍ରେଲରେ ମଝି ଆକାଶରେ ଏକ କେବଲ କାର ଖରାପ ହୋଇଯାଇଥିଲା। ଫଳରେ ଏଥିରେ ଥିବା ପର୍ଯ୍ଯଟକମାନେ ମଝି ଆକାଶରେ ଝୁଲି ରହିଥିଲେ। ସେମାନଙ୍କ ମଧ୍ଯରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଇଛି।
#WATCH | Himachal Pradesh: Rescue operation underway at Parwanoo Timber Trail where a cable car trolly with tourists is stuck mid-air. pic.twitter.com/VWR13M8wLV
— ANI (@ANI) June 20, 2022
ସୂଚନା ଅନୁଯାୟୀ, ମୋଟ ୧୫ ଜଣ ବ୍ୟକ୍ତି ଦୁଇଟି କେବୁଲ କାରରେ ଫସି ରହିଥିଲେ। ଉପର ଟ୍ରଲିରେ ଚାରି ଜଣ ଏବଂ ଡାଉନହିଲ୍ ଟ୍ରଲିରେ ୧୧ ଜଣ ଫସି ରହିଥିଲେ।