ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ଆଲୋକିତ କରି ୟୁଏଇ ଦେଲା ବାର୍ତ୍ତା, ‘ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ’

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ଯୁଦ୍ଧ ମଧ୍ଯ ଆରମ୍ଭ ହୋଇଯାଇଛି। ଏହି ମଧ୍ଯରେ ବିଭିନ୍ନ ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି। ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ କରିଛି। ଏହା ସହ  ‘ଭାରତ ମଜଭୁତ ରୁହ’ (ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ) ବୋଲି ସେଠାରେ ଆଲୋକରେ ଲେଖାଯାଇଥିଲା। ଏହା ସହ ଆବୁ ଧାବିର ନ୍ୟାଶନାଲ ଅଏଲ କମ୍ପାନୀର […]

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ଯୁଦ୍ଧ ମଧ୍ଯ ଆରମ୍ଭ ହୋଇଯାଇଛି। ଏହି ମଧ୍ଯରେ ବିଭିନ୍ନ ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି। ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ କରିଛି। ଏହା ସହ  ‘ଭାରତ ମଜଭୁତ ରୁହ’ (ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ) ବୋଲି ସେଠାରେ ଆଲୋକରେ ଲେଖାଯାଇଥିଲା। ଏହା ସହ ଆବୁ ଧାବିର ନ୍ୟାଶନାଲ ଅଏଲ କମ୍ପାନୀର ମୁଖ୍ୟାଳୟରେ ମଧ୍ୟ ଭାରତୀୟ ପତକା ପ୍ରଦର୍ଶନ କରି ଭାରତ ସାହସ ରଖର ବାର୍ତ୍ତା ଦିଆଯାଇଛି।ଏଭଳି ଜଟିଳ ସମୟରେ ୟୁଏଇର ଦୃଢ ସମର୍ଥନ ପାଇଁ ଭାରତ ୟୁଏଇକୁ ସାଧୁବାଦ ଜଣାଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସୂଚନା ଅନୁଯାୟୀ, ଭାରତରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ସାଉଦି ଆରବରୁ ୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଗ୍ୟାସ ଅଣାଯାଉଛି ।

26 Apr 2021 By The Sakala

ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ଆଲୋକିତ କରି ୟୁଏଇ ଦେଲା ବାର୍ତ୍ତା, ‘ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ’

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ଯୁଦ୍ଧ ମଧ୍ଯ ଆରମ୍ଭ ହୋଇଯାଇଛି। ଏହି ମଧ୍ଯରେ ବିଭିନ୍ନ ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି। ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ କରିଛି। ଏହା ସହ  ‘ଭାରତ ମଜଭୁତ ରୁହ’ (ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ) ବୋଲି ସେଠାରେ ଆଲୋକରେ ଲେଖାଯାଇଥିଲା। ଏହା ସହ ଆବୁ ଧାବିର ନ୍ୟାଶନାଲ ଅଏଲ କମ୍ପାନୀର ମୁଖ୍ୟାଳୟରେ ମଧ୍ୟ ଭାରତୀୟ ପତକା ପ୍ରଦର୍ଶନ କରି ଭାରତ ସାହସ ରଖର ବାର୍ତ୍ତା ଦିଆଯାଇଛି।ଏଭଳି ଜଟିଳ ସମୟରେ ୟୁଏଇର ଦୃଢ ସମର୍ଥନ ପାଇଁ ଭାରତ ୟୁଏଇକୁ ସାଧୁବାଦ ଜଣାଇଛି।

ସୂଚନା ଅନୁଯାୟୀ, ଭାରତରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ସାଉଦି ଆରବରୁ ୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଗ୍ୟାସ ଅଣାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର