ବିଜେପି ନେତା ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି

The Sakala Picture
Published On

କୋଲକାତା : କ୍ରିକେଟର ତଥା ବିଜେପି ନେତା  ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି । ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବ କ୍ରିକେଟର ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ମିଳିଛି। ପ୍ରତିଦିନ ପଶ୍ଚିମବଙ୍ଗର ରାଜନୈତିକ ହିଂସା ସାମନାକୁ […]

କୋଲକାତା : କ୍ରିକେଟର ତଥା ବିଜେପି ନେତା  ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି । ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବ କ୍ରିକେଟର ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ମିଳିଛି।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ପ୍ରତିଦିନ ପଶ୍ଚିମବଙ୍ଗର ରାଜନୈତିକ ହିଂସା ସାମନାକୁ ଆସୁଛି । କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡା ନିଜ ନିର୍ବାଚନ ମଣ୍ଡଳି ମୋୟନାରେ ପ୍ରଚାର ସମୟରେ ଆକ୍ରମଣର ଶିକାର ହୋଇଥିଲେ । ପଶ୍ଚିମବଙ୍ଗର ମୋୟନା ଆସନର ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ଅଶୋକ ଦିଣ୍ଡା ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲ ଏବଂ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଆଜି ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ସିଆରପିଏଫ ତାଙ୍କୁ ସୁରକ୍ଷା ଯୋଗାଇଦେବ । ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନରେ ମୋୟନା ଆସନରେ ହେବ ଭୋଟଗ୍ରହଣ ।

ଆହୁରି ପଢ଼ନ୍ତୁ: ପାସପୋର୍ଟ ନୁହେଁ ନାଗରିକତାର ପ୍ରମାଣ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର

ସୂଚନାଥାଉକି ଗତ ଫେବୃୟାରୀ ୨୫ ତାରିଖରେ ପଶ୍ଚିମବଙ୍ଗ ବିଜେପିରେ ସାମିଲ ହୋଇଥିଲେ କ୍ରିକେଟର ଅଶୋକ ଦିଣ୍ଡା । ଏହାପରେ ସେ ବିଧାନସଭା ଆସନ ପାଇଁ ଟିକେଟ ପାଇ ଏଥର ନିର୍ବାନଚ ଲଢୁଛନ୍ତି । ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧ ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ୩୦ ଆସନରେ ଭୋଟ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଦ୍ୱିପାକ୍ଷିକ ଚୁକ୍ତି ଉପରେ ନଜର

31 Mar 2021 By The Sakala

ବିଜେପି ନେତା ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି

କୋଲକାତା : କ୍ରିକେଟର ତଥା ବିଜେପି ନେତା  ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି । ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବ କ୍ରିକେଟର ଅଶୋକ ଦିଣ୍ଡାଙ୍କୁ ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ମିଳିଛି।

ପ୍ରତିଦିନ ପଶ୍ଚିମବଙ୍ଗର ରାଜନୈତିକ ହିଂସା ସାମନାକୁ ଆସୁଛି । କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡା ନିଜ ନିର୍ବାଚନ ମଣ୍ଡଳି ମୋୟନାରେ ପ୍ରଚାର ସମୟରେ ଆକ୍ରମଣର ଶିକାର ହୋଇଥିଲେ । ପଶ୍ଚିମବଙ୍ଗର ମୋୟନା ଆସନର ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ଅଶୋକ ଦିଣ୍ଡା ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲ ଏବଂ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଆଜି ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଓ୍ବାଇ ପ୍ଲସ୍‌ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ସିଆରପିଏଫ ତାଙ୍କୁ ସୁରକ୍ଷା ଯୋଗାଇଦେବ । ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନରେ ମୋୟନା ଆସନରେ ହେବ ଭୋଟଗ୍ରହଣ ।

ସୂଚନାଥାଉକି ଗତ ଫେବୃୟାରୀ ୨୫ ତାରିଖରେ ପଶ୍ଚିମବଙ୍ଗ ବିଜେପିରେ ସାମିଲ ହୋଇଥିଲେ କ୍ରିକେଟର ଅଶୋକ ଦିଣ୍ଡା । ଏହାପରେ ସେ ବିଧାନସଭା ଆସନ ପାଇଁ ଟିକେଟ ପାଇ ଏଥର ନିର୍ବାନଚ ଲଢୁଛନ୍ତି । ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧ ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ୩୦ ଆସନରେ ଭୋଟ ଗ୍ରହଣ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର