ହ୍ବାଟସ୍‌ଆପ୍‌- ଇନ୍‌ଷ୍ଟାଗ୍ରାମ ଉପରେ କଟକଣା ଲଗାଇଲା ରୁଷ୍

The Sakala Picture
Published On

ମସ୍କୋ: ରୁଷ ଯୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷ୍ ସେନା କିଭର ଅତି ନିକଟତର ହୋଇଛନ୍ତି । ଏହି ଯୁଦ୍ଧ ସମୟରେ ରୁଷ ସରକାର ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାକୁ ଚରମପନ୍ଥୀ କହିଛନ୍ତି ଏବଂ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍‌ଆପ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଫେସବୁକ ଏବଂ ଟ୍ଵିଟରକୁ ସରକାର ବନ୍ଦ କରିଦେଇଥିଲେ। ଫେସବୁକ୍ ଭେଦଭାବ କରୁଛି ବୋଲି ରୁଷ ମିଡିଆ ଅଭିଯୋଗ କରିଥିଲା। ଏହା ମଧ୍ୟରେ ଖାର୍କିଭ ଗଭର୍ଣ୍ଣର […]

ମସ୍କୋ: ରୁଷ ଯୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷ୍ ସେନା କିଭର ଅତି ନିକଟତର ହୋଇଛନ୍ତି । ଏହି ଯୁଦ୍ଧ ସମୟରେ ରୁଷ ସରକାର ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାକୁ ଚରମପନ୍ଥୀ କହିଛନ୍ତି ଏବଂ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍‌ଆପ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଫେସବୁକ ଏବଂ ଟ୍ଵିଟରକୁ ସରକାର ବନ୍ଦ କରିଦେଇଥିଲେ। ଫେସବୁକ୍ ଭେଦଭାବ କରୁଛି ବୋଲି ରୁଷ ମିଡିଆ ଅଭିଯୋଗ କରିଥିଲା। ଏହା ମଧ୍ୟରେ ଖାର୍କିଭ ଗଭର୍ଣ୍ଣର ଓଲେ ସିନେହୁବୋଭ ଅଭିଯୋଗ କରିଥିଲେ ଯେ ରୁଷ ସେନା ଏକ ଆଶ୍ରୟ ସ୍ଥଳୀ ଉପରେ ଆକ୍ରମଣ କରିଛି। ଏହି ଆଶ୍ରୟ ଗୃହରୁ ୭୩ ଜଣଙ୍କୁ ବାହାର କରାଯାଇଥିବାବେଳେ ଆହୁରି ୩୩୦ ଲୋକ ଫସି ରହିଥିଲେ । ଏମାନଙ୍କ ମଧ୍ୟରେ ଦିବ୍ୟାଙ୍କ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

12 Mar 2022 By The Sakala

ହ୍ବାଟସ୍‌ଆପ୍‌- ଇନ୍‌ଷ୍ଟାଗ୍ରାମ ଉପରେ କଟକଣା ଲଗାଇଲା ରୁଷ୍

ମସ୍କୋ: ରୁଷ ଯୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷ୍ ସେନା କିଭର ଅତି ନିକଟତର ହୋଇଛନ୍ତି । ଏହି ଯୁଦ୍ଧ ସମୟରେ ରୁଷ ସରକାର ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାକୁ ଚରମପନ୍ଥୀ କହିଛନ୍ତି ଏବଂ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍‌ଆପ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଫେସବୁକ ଏବଂ ଟ୍ଵିଟରକୁ ସରକାର ବନ୍ଦ କରିଦେଇଥିଲେ। ଫେସବୁକ୍ ଭେଦଭାବ କରୁଛି ବୋଲି ରୁଷ ମିଡିଆ ଅଭିଯୋଗ କରିଥିଲା। ଏହା ମଧ୍ୟରେ ଖାର୍କିଭ ଗଭର୍ଣ୍ଣର ଓଲେ ସିନେହୁବୋଭ ଅଭିଯୋଗ କରିଥିଲେ ଯେ ରୁଷ ସେନା ଏକ ଆଶ୍ରୟ ସ୍ଥଳୀ ଉପରେ ଆକ୍ରମଣ କରିଛି। ଏହି ଆଶ୍ରୟ ଗୃହରୁ ୭୩ ଜଣଙ୍କୁ ବାହାର କରାଯାଇଥିବାବେଳେ ଆହୁରି ୩୩୦ ଲୋକ ଫସି ରହିଥିଲେ । ଏମାନଙ୍କ ମଧ୍ୟରେ ଦିବ୍ୟାଙ୍କ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

https://www.thesakala.in/national-international/russia-imposes-sanctions-on-whatsapp-and-instagram/article-9905
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର