ପୁତିନଙ୍କ ମୁଣ୍ଡ ପାଇଁ ୭.୫ କୋଟି ପୁରସ୍କାର
ମସ୍କୋ: ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ନେଇ ସାରା ବିଶ୍ବରେ କ୍ରୋଧ ପ୍ରକାଶ ପାଇଛି। ରୁଷରେ ମଧ୍ୟ ରାଷ୍ଟ୍ରପତି ପୁତିନଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି। ଏହା ମଧ୍ୟରେ ଜଣେ ରୁଷ୍ ବ୍ୟବସାୟୀ ଆଲେକ୍ସ କୋନ୍ୟାଖିନ ପୁତିନଙ୍କ ମୁଣ୍ଡ ପାଇଁ ୭.୫ କୋଟି (୧୦ ଲକ୍ଷ ଡଲାର) ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ସେ ସେନା ଅଧିକାରୀଙ୍କୁ ଏହି ଅଫର ଦେଇଛନ୍ତି। ସୋସିଆଲ ମିଡିଆରେ ସେ ଏ ସଂକ୍ରାନ୍ତୀୟ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ପୁତିନଙ୍କୁ […]
ମସ୍କୋ: ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ନେଇ ସାରା ବିଶ୍ବରେ କ୍ରୋଧ ପ୍ରକାଶ ପାଇଛି। ରୁଷରେ ମଧ୍ୟ ରାଷ୍ଟ୍ରପତି ପୁତିନଙ୍କ ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି। ଏହା ମଧ୍ୟରେ ଜଣେ ରୁଷ୍ ବ୍ୟବସାୟୀ ଆଲେକ୍ସ କୋନ୍ୟାଖିନ ପୁତିନଙ୍କ ମୁଣ୍ଡ ପାଇଁ ୭.୫ କୋଟି (୧୦ ଲକ୍ଷ ଡଲାର) ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ସେ ସେନା ଅଧିକାରୀଙ୍କୁ ଏହି ଅଫର ଦେଇଛନ୍ତି। ସୋସିଆଲ ମିଡିଆରେ ସେ ଏ ସଂକ୍ରାନ୍ତୀୟ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ପୁତିନଙ୍କୁ ଜୀବିତ କିମ୍ବା ମୃତ ଆଣିଲେ ଅଧିକାରୀଙ୍କୁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଏହି ପୋଷ୍ଟରେ କହିଛନ୍ତ ଯେ ପୁତିନ ରୁଷର ରାଷ୍ଟ୍ରପତି ନୁହଁନ୍ତି। ସେ ସ୍ବତନ୍ତ୍ର ଅଭିଯାନ ନାମରେ ରୁଷର ଆବାସୀୟ ଅଞ୍ଚଳରେ ଆକ୍ରମଣ କରୁଛନ୍ତି।