ଋଷ -ୟୁକ୍ରେନ ମହାଯୁଦ୍ଧ: ସୀମା ପାର ପାଇଁ ଭାରତୀୟ ପତାକାର ସାହାଯ୍ଯ ନେଲେ ପାକିସ୍ତାନୀ ଓ ତୁର୍କୀର ଛାତ୍ରଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଲଢେଇ ମଧ୍ୟରେ ଉଭୟ ସେନା ଭାରତର ତ୍ରିରଙ୍ଗାକୁ ସମ୍ମାନ ଜଣାଉଥିବା ଚିତ୍ର ସାମ୍ନାକୁ ଆସିବାରେ ଲାଗିଛ। ଭାରତର ତ୍ରିରଙ୍ଗା କେବଳ ଭାରତୀୟଙ୍କୁ ନୁହେଁ । ଫସିରହିଥିବା ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ଯ ସେଠାରୁ ବାହାରିବା ପାଇଁ ସାହାଯ୍ଯ କରୁଛି। ୟୁକ୍ରେନରୁ ରୋମାନିଆର ବୁଛାରେଷ୍ଟ ସହରରେ ପହଞ୍ଚିଥିବା ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶର ବିଭିନ୍ନ ଚେକପଏଣ୍ଟକୁ ସୁରକ୍ଷିତ ଭାବରେ ପାର ହେବାରେ ଭାରତର ତ୍ରିରଙ୍ଗା ପାକିସ୍ତାନୀ […]

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଲଢେଇ ମଧ୍ୟରେ ଉଭୟ ସେନା ଭାରତର ତ୍ରିରଙ୍ଗାକୁ ସମ୍ମାନ ଜଣାଉଥିବା ଚିତ୍ର ସାମ୍ନାକୁ ଆସିବାରେ ଲାଗିଛ। ଭାରତର ତ୍ରିରଙ୍ଗା କେବଳ ଭାରତୀୟଙ୍କୁ ନୁହେଁ । ଫସିରହିଥିବା ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ଯ ସେଠାରୁ ବାହାରିବା ପାଇଁ ସାହାଯ୍ଯ କରୁଛି। ୟୁକ୍ରେନରୁ ରୋମାନିଆର ବୁଛାରେଷ୍ଟ ସହରରେ ପହଞ୍ଚିଥିବା ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶର ବିଭିନ୍ନ ଚେକପଏଣ୍ଟକୁ ସୁରକ୍ଷିତ ଭାବରେ ପାର ହେବାରେ ଭାରତର ତ୍ରିରଙ୍ଗା ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ଭାରତୀୟ ଛାତ୍ରଛାତ୍ରୀଙ୍କୁ ମଧ୍ଯ ଅପରେସନ ଗଙ୍ଗା ସାହାଯ୍ଯରେ ସ୍ବତନ୍ତ୍ର ବିମାନ ଦ୍ବାରା ଉଦ୍ଧାର କରାଯାଉଛି।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଜଣେ ଛାତ୍ର କିପରି ଭାରତୀୟ ପତକା ତିଆରି କରିଥିଲେ ସେ ନେଇ ସମ୍ପୂର୍ଣ୍ଣ କଥା ଗଣମାଧ୍ଯମ ଆଗରେ ବଖାଣିଛନ୍ତି। ଭାରତୀୟ ପତାକା ପ୍ରସ୍ତୁତ କରିବା ପାଇଁ ସେମାନେ ବଜାରରୁ ଯାଇ ସ୍ପ୍ରେ ପେଣ୍ଟ ଓ କପାଡା କିଣିଥିଲେ। ଏହା ପରେ ଆଣିଥିବା କପଡାକୁ କାଟି ସେଥିରେ ସେ ତ୍ରିରଙ୍ଗା  କରିିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ର ମଧ୍ୟ ଭାରତୀୟ ପତାକା ବ୍ୟବହାର କରି ଚେକପଏଣ୍ଟ ପାସ କରିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଅନ୍ଯ ଜଣେ ଛାତ୍ର କହିଛନ୍ତି ଯେ, ଆମେ ଓଡେସା ଠାରୁ ବସ୍ ବୁକ୍ କରି ମଲୋଡୋଭା ସୀମାରେ ପହଞ୍ଚିଲୁ। ମୋଲଡୋଭା ନାଗରିକମାନେ ବହୁତ ସାହାଯ୍ଯ କରିଛନ୍ତି। ରୋମାନିଆକୁ ଯିବା ପାଇଁ ସେମାନେ ଆମକୁ ମାଗଣା ଆବାସ ଏବଂ ଟ୍ୟାକ୍ସି ଏବଂ ବସ୍ ଯୋଗାଇ ଦେଇଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଦୂତାବାସ ଏହି ବ୍ୟବସ୍ଥା କରି ସାରିଥିବାରୁ ସେମାନେ ମଲୋଡୋଭାରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି। ଏହି ଛାତ୍ରମାନେ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

ଏହାପୂର୍ବରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଭାରତ ସରକାର ୟୁକ୍ରେନର ପଡୋଶୀ ଦେଶକୁ ଚାରିଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଉଦ୍ଧାର କରାଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାସ୍ଥ୍ଯବସ୍ଥାର ଯାଞ୍ଚ ଓ ଖାଦ୍ଯପେୟର ବ୍ଯବସ୍ଥା ମଧ୍ଯ କରାଯାଇଛି।

02 Mar 2022 By The Sakala

ଋଷ -ୟୁକ୍ରେନ ମହାଯୁଦ୍ଧ: ସୀମା ପାର ପାଇଁ ଭାରତୀୟ ପତାକାର ସାହାଯ୍ଯ ନେଲେ ପାକିସ୍ତାନୀ ଓ ତୁର୍କୀର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଲଢେଇ ମଧ୍ୟରେ ଉଭୟ ସେନା ଭାରତର ତ୍ରିରଙ୍ଗାକୁ ସମ୍ମାନ ଜଣାଉଥିବା ଚିତ୍ର ସାମ୍ନାକୁ ଆସିବାରେ ଲାଗିଛ। ଭାରତର ତ୍ରିରଙ୍ଗା କେବଳ ଭାରତୀୟଙ୍କୁ ନୁହେଁ । ଫସିରହିଥିବା ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ଯ ସେଠାରୁ ବାହାରିବା ପାଇଁ ସାହାଯ୍ଯ କରୁଛି। ୟୁକ୍ରେନରୁ ରୋମାନିଆର ବୁଛାରେଷ୍ଟ ସହରରେ ପହଞ୍ଚିଥିବା ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶର ବିଭିନ୍ନ ଚେକପଏଣ୍ଟକୁ ସୁରକ୍ଷିତ ଭାବରେ ପାର ହେବାରେ ଭାରତର ତ୍ରିରଙ୍ଗା ପାକିସ୍ତାନୀ ଏବଂ ତୁର୍କୀ ଛାତ୍ରମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ଭାରତୀୟ ଛାତ୍ରଛାତ୍ରୀଙ୍କୁ ମଧ୍ଯ ଅପରେସନ ଗଙ୍ଗା ସାହାଯ୍ଯରେ ସ୍ବତନ୍ତ୍ର ବିମାନ ଦ୍ବାରା ଉଦ୍ଧାର କରାଯାଉଛି।

ଜଣେ ଛାତ୍ର କିପରି ଭାରତୀୟ ପତକା ତିଆରି କରିଥିଲେ ସେ ନେଇ ସମ୍ପୂର୍ଣ୍ଣ କଥା ଗଣମାଧ୍ଯମ ଆଗରେ ବଖାଣିଛନ୍ତି। ଭାରତୀୟ ପତାକା ପ୍ରସ୍ତୁତ କରିବା ପାଇଁ ସେମାନେ ବଜାରରୁ ଯାଇ ସ୍ପ୍ରେ ପେଣ୍ଟ ଓ କପାଡା କିଣିଥିଲେ। ଏହା ପରେ ଆଣିଥିବା କପଡାକୁ କାଟି ସେଥିରେ ସେ ତ୍ରିରଙ୍ଗା  କରିିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ର ମଧ୍ୟ ଭାରତୀୟ ପତାକା ବ୍ୟବହାର କରି ଚେକପଏଣ୍ଟ ପାସ କରିଛନ୍ତି।

ଅନ୍ଯ ଜଣେ ଛାତ୍ର କହିଛନ୍ତି ଯେ, ଆମେ ଓଡେସା ଠାରୁ ବସ୍ ବୁକ୍ କରି ମଲୋଡୋଭା ସୀମାରେ ପହଞ୍ଚିଲୁ। ମୋଲଡୋଭା ନାଗରିକମାନେ ବହୁତ ସାହାଯ୍ଯ କରିଛନ୍ତି। ରୋମାନିଆକୁ ଯିବା ପାଇଁ ସେମାନେ ଆମକୁ ମାଗଣା ଆବାସ ଏବଂ ଟ୍ୟାକ୍ସି ଏବଂ ବସ୍ ଯୋଗାଇ ଦେଇଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଦୂତାବାସ ଏହି ବ୍ୟବସ୍ଥା କରି ସାରିଥିବାରୁ ସେମାନେ ମଲୋଡୋଭାରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି। ଏହି ଛାତ୍ରମାନେ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଏହାପୂର୍ବରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଭାରତ ସରକାର ୟୁକ୍ରେନର ପଡୋଶୀ ଦେଶକୁ ଚାରିଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଉଦ୍ଧାର କରାଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାସ୍ଥ୍ଯବସ୍ଥାର ଯାଞ୍ଚ ଓ ଖାଦ୍ଯପେୟର ବ୍ଯବସ୍ଥା ମଧ୍ଯ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର