ବେଜିଂ ଓ୍ବିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଗଲୱାନ ଘାଟି ହିଂସାକାଣ୍ଡରେ ଆହତ ଚୀନ ଯବାନକୁ ମସାଲ ଧରାଇବାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। । ଚୀନର ଏହି ନିଷ୍ପତ୍ତିକୁ ଭାରତର ଜୋରଦାର ପ୍ରତିବାଦ କରାଯାଇଛି । କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଉତ୍ସବ ବର୍ଜନ […]

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଗଲୱାନ ଘାଟି ହିଂସାକାଣ୍ଡରେ ଆହତ ଚୀନ ଯବାନକୁ ମସାଲ ଧରାଇବାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। । ଚୀନର ଏହି ନିଷ୍ପତ୍ତିକୁ ଭାରତର ଜୋରଦାର ପ୍ରତିବାଦ କରାଯାଇଛି । କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଉତ୍ସବ ବର୍ଜନ ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ସେହିପରି ବେଜିଂ ଓ୍ୱିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧାପ୍ରସାରଣ କରିବ ନାହିଁ ବୋଲି କହିଛି ଡିଡି ସ୍ପୋର୍ଟ୍ସ । ଏନେଇ ପ୍ରସାର ଭାରତୀ ସିଇଓ ଶଶୀ ଶେଖର ଭମ୍ପତ୍ତି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

ଏନେଇ ଭାରତୀୟ ବୈଦେଶିକ ବ୍ୟାପାରମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଲୱାନ ଘାଟି ଭାରତ-ଚୀନ ଯୁଦ୍ଧରେ ଆହତ ହୋଇଥିବା ଚୀନ କମାଣ୍ଡରକୁ ଚୀନ ଅଲିମ୍ପିକ ମସାଲ ଧରାଇ ୱିଣ୍ଟର ଅଲିମ୍ପିକ୍‌ର ରାଜନୀତିକରଣ କରିଛି। ତେଣୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଅଲିମ୍ପିକ ଉଦ୍‌ଘାଟନ ଓ ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ବେଜିଂରେ ହେବାକୁ ଥିବା ଓ୍ୱିଣ୍ଟର ଅଲମ୍ପିକ୍ସର ଗଲଓ୍ବାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲିମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ବାନରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ି ଦିଆଯାଇଥିଲା । ୨୦୨୦ ଜୁନ୍ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ବ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ବ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

03 Feb 2022 By The Sakala

ବେଜିଂ ଓ୍ବିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଗଲୱାନ ଘାଟି ହିଂସାକାଣ୍ଡରେ ଆହତ ଚୀନ ଯବାନକୁ ମସାଲ ଧରାଇବାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। । ଚୀନର ଏହି ନିଷ୍ପତ୍ତିକୁ ଭାରତର ଜୋରଦାର ପ୍ରତିବାଦ କରାଯାଇଛି । କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ ହେବ। ହେଲେ ଏହାର ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଉତ୍ସବ ବର୍ଜନ ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ସେହିପରି ବେଜିଂ ଓ୍ୱିଣ୍ଟର ଅଲମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧାପ୍ରସାରଣ କରିବ ନାହିଁ ବୋଲି କହିଛି ଡିଡି ସ୍ପୋର୍ଟ୍ସ । ଏନେଇ ପ୍ରସାର ଭାରତୀ ସିଇଓ ଶଶୀ ଶେଖର ଭମ୍ପତ୍ତି ସୂଚନା ଦେଇଛନ୍ତି ।

ଏନେଇ ଭାରତୀୟ ବୈଦେଶିକ ବ୍ୟାପାରମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଲୱାନ ଘାଟି ଭାରତ-ଚୀନ ଯୁଦ୍ଧରେ ଆହତ ହୋଇଥିବା ଚୀନ କମାଣ୍ଡରକୁ ଚୀନ ଅଲିମ୍ପିକ ମସାଲ ଧରାଇ ୱିଣ୍ଟର ଅଲିମ୍ପିକ୍‌ର ରାଜନୀତିକରଣ କରିଛି। ତେଣୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ ଅଲିମ୍ପିକ ଉଦ୍‌ଘାଟନ ଓ ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ବେଜିଂରେ ହେବାକୁ ଥିବା ଓ୍ୱିଣ୍ଟର ଅଲମ୍ପିକ୍ସର ଗଲଓ୍ବାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲିମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ବାନରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ି ଦିଆଯାଇଥିଲା । ୨୦୨୦ ଜୁନ୍ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ବ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ବ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

https://www.thesakala.in/national-international/indian-envoy-to-boycott-opening-or-closing-ceremony-of-beijing-winter-olympics/article-8968
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର