କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌

The Sakala Picture
Published On

ନୂଆଦିଲ୍ଲୀ: ଚୀନର ବିଭିନ୍ନ ଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲୁଥିବା ବେଳେ ସଂକ୍ରମଣ ରୋକିବାକୁ ଚୀନ୍‌ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କୁ ରଖିବା ଲାଗି ନିକଯରେ ଚୀନ୍‌ ସରକାର ଯେଉଁ ତରକିା ଆପଣେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଚୀନ୍‌ର କିଛି ପ୍ରଦେଶରେ ସ୍ଥାନୀୟ ପ୍ରାଶସନ ଧାତୁ ତିଆରି ବାକ୍ସ ଭିତରେ ସଂକ୍ରମିତଙ୍କୁ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଅମାନବୀୟ […]

ନୂଆଦିଲ୍ଲୀ: ଚୀନର ବିଭିନ୍ନ ଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲୁଥିବା ବେଳେ ସଂକ୍ରମଣ ରୋକିବାକୁ ଚୀନ୍‌ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କୁ ରଖିବା ଲାଗି ନିକଯରେ ଚୀନ୍‌ ସରକାର ଯେଉଁ ତରକିା ଆପଣେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଚୀନ୍‌ର କିଛି ପ୍ରଦେଶରେ ସ୍ଥାନୀୟ ପ୍ରାଶସନ ଧାତୁ ତିଆରି ବାକ୍ସ ଭିତରେ ସଂକ୍ରମିତଙ୍କୁ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଅମାନବୀୟ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

13 Jan 2022 By The Sakala

କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌

ନୂଆଦିଲ୍ଲୀ: ଚୀନର ବିଭିନ୍ନ ଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲୁଥିବା ବେଳେ ସଂକ୍ରମଣ ରୋକିବାକୁ ଚୀନ୍‌ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କୁ ରଖିବା ଲାଗି ନିକଯରେ ଚୀନ୍‌ ସରକାର ଯେଉଁ ତରକିା ଆପଣେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଚୀନ୍‌ର କିଛି ପ୍ରଦେଶରେ ସ୍ଥାନୀୟ ପ୍ରାଶସନ ଧାତୁ ତିଆରି ବାକ୍ସ ଭିତରେ ସଂକ୍ରମିତଙ୍କୁ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଅମାନବୀୟ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର