ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୨୬୩୦କୁ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୩୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜସ୍ଥାନ-୨୩୬, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୨୦୪, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୧, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, […]

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୩୪ ଜଣ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ଏଥିସହିତ ରାଜସ୍ଥାନ-୨୩୬, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୨୦୪, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୧, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, ଉତ୍ତର ପ୍ରଦେଶ-୩୧, ଉତ୍ତରାଖ-ଣ୍ଡ ୮, ଗୋଆ- ୫, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩। ଆଣ୍ଡାମାନ୍ ନିକୋବର, ପଞ୍ଜାବ, ଆସାମ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିମାଚଳପ୍ରଦେଶ, ଲଦାଖ  ଓ ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୫ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

06 Jan 2022 By The Sakala

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୨୬୩୦କୁ ବୃଦ୍ଧି

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୪୬୫ ଓ କେରଳରେ ୨୩୪ ଜଣ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜସ୍ଥାନ-୨୩୬, ଗୁଜୁରାଟ-୨୦୪ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୨୦୪, ତାମିଲନାଡୁ- ୧୨୧, ତେଲେଙ୍ଗନା-୯୪,  ହରିଆଣା -୭୧, ଓଡ଼ିଶା-୬୧, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୨୮, ଉତ୍ତର ପ୍ରଦେଶ-୩୧, ଉତ୍ତରାଖ-ଣ୍ଡ ୮, ଗୋଆ- ୫, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩। ଆଣ୍ଡାମାନ୍ ନିକୋବର, ପଞ୍ଜାବ, ଆସାମ ଓ ପୁଡୁଚେରୀରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିମାଚଳପ୍ରଦେଶ, ଲଦାଖ  ଓ ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୫ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର