ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ: ଯବାନମାନଙ୍କୁ ଜଣାଇଲେ ସଲାମ୍

The Sakala Picture
Published On

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ୟ୍ୟକ୍ରମର ୮୩ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ନୌସେନା ଦିବସ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯବାନମାନଙ୍କୁ ସଲାମ୍ ଜଣାଇଛନ୍ତି । ଏଥିସହିତ ‘ଆୟୁଷ୍ମାନ ଭାରତ ଯୋଜନା’ ଉପରେ ଆଲୋକପାତ କରି ଏହା ଗରୀବ, ମଧ୍ୟବିତ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏବଂ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଏ ନେଇ ଲୋକଙ୍କ […]

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ୟ୍ୟକ୍ରମର ୮୩ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ନୌସେନା ଦିବସ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯବାନମାନଙ୍କୁ ସଲାମ୍ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଏଥିସହିତ ‘ଆୟୁଷ୍ମାନ ଭାରତ ଯୋଜନା’ ଉପରେ ଆଲୋକପାତ କରି ଏହା ଗରୀବ, ମଧ୍ୟବିତ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏବଂ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅଧିକ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି । ଏହି ଅବସରେ ଦେଶର କିଛି ଅଗ୍ରଣୀ କମ୍ପାନୀ ବିଷୟରେ କହିଛନ୍ତି । ଆମ ଦେଶର ଯୁବପିଢ଼ି ନିଜ କୌଶଳ ସହାୟତାରେ ସାରା ବିଶ୍ୱର ସମସ୍ୟାର ସମାଧାନ ଦେଇପାରୁଛନ୍ତି ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ସେ ଆହୁରି କହିଛନ୍ତି ଯେ, ଆମ ଦେଶର ଅନେକ ରାଜ୍ୟର ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ସ୍ଥାନୀୟ ଲୋକେ ସେଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ସଜାଇ ରଖିଛନ୍ତି । ସେଠାକର ଲୋକଙ୍କ ଜୀବନ ଶୈଳୀ ପ୍ରକୃତି ସହିତ ଜଡ଼ିତ । ଯାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ବୀରତ୍ୱ କେବଳ ଯୁଦ୍ଧ ଭୂମିରେ ଦେଖାଇପାରିବା ତାହା ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ବୀରତ୍ୱ ପ୍ରତିପାଦିତ କରି ସଫଳତା ହାସଲ କରିହୁଏ ।

ସମ୍ପ୍ରତି ସାରା ଦେଶରେ ‘ଅମୃତ ମହୋତ୍ସବ’ ଗୁଞ୍ଜରିତ ହେଉଛି । ଆଉ ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ଯାଏଁ ଏହା ସହ ଜଡ଼ିତ କାର୍ୟ୍ୟକ୍ରମ ମଧ୍ୟ ଜାରି ରହିଛି । ମନ୍ କି ବାତ୍ କାର୍ୟ୍ୟକ୍ରମର ପ୍ରଥମ ଏପିସୋଡ ୩ ଅକ୍ଟୋବର ୨୦୧୪ରେ ପ୍ରସାରିତ ହୋଇଥିଲା । ଏହା ପୂର୍ବରୁ ୨୪ ଅକ୍ଟୋବରରେ ମନ୍ କି ବାତ୍ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ସମ୍ପର୍କରେ କାର୍ଯ୍ଯ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଭାରତ ସାରା ବିଶ୍ୱରରେ ପ୍ରଥମ ଦେଶ ଯିଏ ଡ୍ରୋନ ସହାୟତାରେ ନିଜ ଗାଁରେ ଜମିର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିପାରିଛି ।

28 Nov 2021 By The Sakala

ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ: ଯବାନମାନଙ୍କୁ ଜଣାଇଲେ ସଲାମ୍

ନୂଆଦିଲ୍ଲୀ: ମନ୍ କି ବାତ୍ କାର୍ୟ୍ୟକ୍ରମର ୮୩ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ନୌସେନା ଦିବସ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯବାନମାନଙ୍କୁ ସଲାମ୍ ଜଣାଇଛନ୍ତି ।

ଏଥିସହିତ ‘ଆୟୁଷ୍ମାନ ଭାରତ ଯୋଜନା’ ଉପରେ ଆଲୋକପାତ କରି ଏହା ଗରୀବ, ମଧ୍ୟବିତ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି । ଏବଂ ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଅଧିକ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ।

ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱର ପ୍ରତିନିଧିତ୍ୱ କରିବା ଦିଗରେ ଆଗଉଛି । ଏହି ଅବସରେ ଦେଶର କିଛି ଅଗ୍ରଣୀ କମ୍ପାନୀ ବିଷୟରେ କହିଛନ୍ତି । ଆମ ଦେଶର ଯୁବପିଢ଼ି ନିଜ କୌଶଳ ସହାୟତାରେ ସାରା ବିଶ୍ୱର ସମସ୍ୟାର ସମାଧାନ ଦେଇପାରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆମ ଦେଶର ଅନେକ ରାଜ୍ୟର ଏଭଳି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ ସ୍ଥାନୀୟ ଲୋକେ ସେଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ସଜାଇ ରଖିଛନ୍ତି । ସେଠାକର ଲୋକଙ୍କ ଜୀବନ ଶୈଳୀ ପ୍ରକୃତି ସହିତ ଜଡ଼ିତ । ଯାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ବୀରତ୍ୱ କେବଳ ଯୁଦ୍ଧ ଭୂମିରେ ଦେଖାଇପାରିବା ତାହା ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ନିଜର ବୀରତ୍ୱ ପ୍ରତିପାଦିତ କରି ସଫଳତା ହାସଲ କରିହୁଏ ।

ସମ୍ପ୍ରତି ସାରା ଦେଶରେ ‘ଅମୃତ ମହୋତ୍ସବ’ ଗୁଞ୍ଜରିତ ହେଉଛି । ଆଉ ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ଯାଏଁ ଏହା ସହ ଜଡ଼ିତ କାର୍ୟ୍ୟକ୍ରମ ମଧ୍ୟ ଜାରି ରହିଛି । ମନ୍ କି ବାତ୍ କାର୍ୟ୍ୟକ୍ରମର ପ୍ରଥମ ଏପିସୋଡ ୩ ଅକ୍ଟୋବର ୨୦୧୪ରେ ପ୍ରସାରିତ ହୋଇଥିଲା । ଏହା ପୂର୍ବରୁ ୨୪ ଅକ୍ଟୋବରରେ ମନ୍ କି ବାତ୍ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ସମ୍ପର୍କରେ କାର୍ଯ୍ଯ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଭାରତ ସାରା ବିଶ୍ୱରରେ ପ୍ରଥମ ଦେଶ ଯିଏ ଡ୍ରୋନ ସହାୟତାରେ ନିଜ ଗାଁରେ ଜମିର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିପାରିଛି ।

https://www.thesakala.in/national-international/pm-address-in-the-83rd-of-mann-ki-baat/article-7208
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର