ଖ୍ରୀଷ୍ଟମାସ ପରେଡ୍ ବେଳେ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡିଗଲା କାର୍; ଅନେକ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

The Sakala Picture
Published On

ୱାଶିଂଟନ୍: ଆଗକୁ ଆସୁଛି ଖ୍ରୀଷ୍ଟମାସ ଦିନ । ଏଥିପାଇଁ ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ ହୋଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଘଟିଲା ଏକ ବଡ ଅଘଟଣ। ପରେଡ୍‌ କରୁଥିବା ଲୋକଙ୍କ ଉପରେ ମାଡିଗଲା ଏକ ଏସ୍‌ୟୁଭି କାର୍‌। ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଘଟିଛି ଏଭଳି ଦୁଃଖଦ ଘଟଣା […]

ୱାଶିଂଟନ୍: ଆଗକୁ ଆସୁଛି ଖ୍ରୀଷ୍ଟମାସ ଦିନ । ଏଥିପାଇଁ ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ ହୋଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଘଟିଲା ଏକ ବଡ ଅଘଟଣ। ପରେଡ୍‌ କରୁଥିବା ଲୋକଙ୍କ ଉପରେ ମାଡିଗଲା ଏକ ଏସ୍‌ୟୁଭି କାର୍‌। ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଘଟିଛି ଏଭଳି ଦୁଃଖଦ ଘଟଣା । ୱାଉକେଶାର ମିଲ୍‌ୱାକିରେ ଘଟିଥିବା ଏହି ଘଟଣାର ତଦନ୍ତ ଜାରି ରହିଛି। ବାର୍ଷିକ ସମାରୋହ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ମିଲୱାକ୍, ୱାଉକେଶାରେ ରୁଣ୍ଡ ହୋଇଥିବା ବେଳେ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୪:୩୦ ରେ ଏହି ଘଟଣା ଘଟିଥିଲା ​​।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏକ ନାଲି ଏସୟୁଭି ଖ୍ରୀଷ୍ଟମାସ ପରେଡ୍ ବେଳେ ଭିଡ଼ ଭିତରକୁ ପଶିଯାଇଥିଲା। ଦ୍ରୁତଗତିରେ ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା। କିନ୍ତୁ ତାହା ଅଟକି ନଥିଲା। ଏବଂ ଲୋକଙ୍କ ଉପରକୁ ମାଡିଯାଇଥିଲା। ଏହି ସମୟ ମଧ୍ୟରେ କାରଟି କିଛି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ବି ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଏହି ଘଟଣା ପାଇଁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ଏବଂ ଅଧିକାରୀମାନେ ଗାଡିଟିକୁ ଜବତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

22 Nov 2021 By The Sakala

ଖ୍ରୀଷ୍ଟମାସ ପରେଡ୍ ବେଳେ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡିଗଲା କାର୍; ଅନେକ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ୱାଶିଂଟନ୍: ଆଗକୁ ଆସୁଛି ଖ୍ରୀଷ୍ଟମାସ ଦିନ । ଏଥିପାଇଁ ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ ହୋଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଘଟିଲା ଏକ ବଡ ଅଘଟଣ। ପରେଡ୍‌ କରୁଥିବା ଲୋକଙ୍କ ଉପରେ ମାଡିଗଲା ଏକ ଏସ୍‌ୟୁଭି କାର୍‌। ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଘଟିଛି ଏଭଳି ଦୁଃଖଦ ଘଟଣା । ୱାଉକେଶାର ମିଲ୍‌ୱାକିରେ ଘଟିଥିବା ଏହି ଘଟଣାର ତଦନ୍ତ ଜାରି ରହିଛି। ବାର୍ଷିକ ସମାରୋହ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ମିଲୱାକ୍, ୱାଉକେଶାରେ ରୁଣ୍ଡ ହୋଇଥିବା ବେଳେ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୪:୩୦ ରେ ଏହି ଘଟଣା ଘଟିଥିଲା ​​।

ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏକ ନାଲି ଏସୟୁଭି ଖ୍ରୀଷ୍ଟମାସ ପରେଡ୍ ବେଳେ ଭିଡ଼ ଭିତରକୁ ପଶିଯାଇଥିଲା। ଦ୍ରୁତଗତିରେ ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା। କିନ୍ତୁ ତାହା ଅଟକି ନଥିଲା। ଏବଂ ଲୋକଙ୍କ ଉପରକୁ ମାଡିଯାଇଥିଲା। ଏହି ସମୟ ମଧ୍ୟରେ କାରଟି କିଛି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ବି ହୋଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପାଇଁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ଏବଂ ଅଧିକାରୀମାନେ ଗାଡିଟିକୁ ଜବତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର