ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ

The Sakala Picture
Published On

ମୁମ୍ବାଇ: ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ […]

ମୁମ୍ବାଇ: ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ ମୁକୁଳିବେ ଆର୍ୟନ । ଆର୍ୟନଙ୍କୁ ଆଣିବା ଲାଗି ‘ମନ୍ନତ’ରୁ ଶାହରୁଖ ଖାନ ଜେଲ୍ ଅଭିମୁଖେ ବାହାରି ଯାଇଛନ୍ତି । ଆର୍ୟନଙ୍କୁ ଛାଡ଼ିବା ଲାଗି ଜେଲରେ ପ୍ରକ୍ରିୟା ଜାରି ରହିଛି । ଆର୍ୟନଙ୍କୁ ଏନେଇ ଜେଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

ଆର୍ୟନ ଜାମିନ୍ ପାଇ ଖୁସଥିବା ବେଳେ ଜେଲରେ ଅନ୍ୟ ଅନ୍ତେବାସୀଙ୍କ ସହ କଥା ହେଉଥିବା ଜେଲ୍ ପକ୍ଷରୁ କୁହାଯାଇଛି । ସକାଳ ୫ଟା ୩୦ରେ ଆର୍ଥର ରୋଡର ବେଲ୍ ବକ୍ସ ଖୋଲା ଯାଇଥିଲା । ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

30 Oct 2021 By The Sakala

ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ

ମୁମ୍ବାଇ: ଆଜି ଦିନ ୧୨ଟା ରେ ଜେଲରୁ ବାହାରିବେ ଆର୍ୟନ ଖାନ । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଲାଗି ଆଜି ଖୁସିର ଦିନ । ଆଜି ଜେଲରୁ ବାହାରିବେ ଆର୍ୟନ ଖାନ । ଆର୍ୟନଙ୍କ ବେଲ୍ ଅର୍ଡର ମିଳିଥିବା ନେଇ ଆର୍ଥନ ରୋଡ୍ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟ କଏଦୀଙ୍କ ସହ ଏକ ସଙ୍ଗରେ ଆର୍ୟନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଆର୍ଥର ରୋଡ୍ ଜେଲ୍ ଅଧୀକ୍ଷକ । ୧୦ରୁ ୧୨ଟା ମଧ୍ୟରେ ଜେଲରୁ ମୁକୁଳିବେ ଆର୍ୟନ । ଆର୍ୟନଙ୍କୁ ଆଣିବା ଲାଗି ‘ମନ୍ନତ’ରୁ ଶାହରୁଖ ଖାନ ଜେଲ୍ ଅଭିମୁଖେ ବାହାରି ଯାଇଛନ୍ତି । ଆର୍ୟନଙ୍କୁ ଛାଡ଼ିବା ଲାଗି ଜେଲରେ ପ୍ରକ୍ରିୟା ଜାରି ରହିଛି । ଆର୍ୟନଙ୍କୁ ଏନେଇ ଜେଲ୍ କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଆର୍ୟନ ଜାମିନ୍ ପାଇ ଖୁସଥିବା ବେଳେ ଜେଲରେ ଅନ୍ୟ ଅନ୍ତେବାସୀଙ୍କ ସହ କଥା ହେଉଥିବା ଜେଲ୍ ପକ୍ଷରୁ କୁହାଯାଇଛି । ସକାଳ ୫ଟା ୩୦ରେ ଆର୍ଥର ରୋଡର ବେଲ୍ ବକ୍ସ ଖୋଲା ଯାଇଥିଲା । ଶୁକ୍ରବାର ଶାହରୁଖଙ୍କ ବାନ୍ଧବୀ ଜୁହି ଚାୱଲା ଆର୍ୟନଙ୍କ ଜାମିନ୍ ପ୍ରକ୍ରିୟା ପୂରା କରିଥିଲେ । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

https://www.thesakala.in/national-international/aryan-khan-will-be-released-from-jail-at-12-noon-today/article-6461
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର