କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ଗୁରୁବାର ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ‘ମୋତେ ଖୁସି ଲାଗୁଛି ଯେ ମୋ ମା’ଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। କେହି ବି ଟିକାକରଣ ପାଇଁ ଯୋଗ୍ୟ ତାଲିକାରେ ଆସୁଛନ୍ତି, ସେ ସମସ୍ତେ ଟିକା ନିଅନ୍ତୁ । ଏବଂ ଅନ୍ୟଙ୍କୁ ବି ପ୍ରେରିତ କରନ୍ତୁ।’ Happy to […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ଗୁରୁବାର ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ‘ମୋତେ ଖୁସି ଲାଗୁଛି ଯେ ମୋ ମା’ଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। କେହି ବି ଟିକାକରଣ ପାଇଁ ଯୋଗ୍ୟ ତାଲିକାରେ ଆସୁଛନ୍ତି, ସେ ସମସ୍ତେ ଟିକା ନିଅନ୍ତୁ । ଏବଂ ଅନ୍ୟଙ୍କୁ ବି ପ୍ରେରିତ କରନ୍ତୁ।’

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ


ସୂଚନା ଅନୁଯାୟୀ, ଦେଶରେ ଏବେ ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକାକରଣ ଚାଲିଛି। ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଗମ୍ଭୀର ରୋଗରେ ପିଡ଼ୀତ ଥିବା ବ୍ୟକ୍ତିମାନଙ୍କ ଟିକା ଦିଆଯାଉଛି ।

ମୋଦୀଙ୍କ ମା’ ହୀରାବେନ୍ ଗୁଜୁରାଟରେ ରୁହନ୍ତି ତାଙ୍କୁ ବର୍ତ୍ତମାନ ପାଖାପାଖି ୧୦୦ ବର୍ଷ ହେଲାଣି । ଏହା ପୂର୍ବରୁ ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର