ଅଯଥା ଭ୍ରମଣ କରନ୍ତୁ ନାହିଁ, ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ- ଆଇସିଏମ୍ଆର୍

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ ମାର୍ଚ୍ଚରେ ଶୀର୍ଷ କରିଛନ୍ତି। ଏବେ ଇଣ୍ଡିଆନ ଛୁଇଁପାରେ ସଂକ୍ରମଣ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଛି। ଆଇସିଏମଆର […]

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ ମାର୍ଚ୍ଚରେ ଶୀର୍ଷ କରିଛନ୍ତି। ଏବେ ଇଣ୍ଡିଆନ ଛୁଇଁପାରେ ସଂକ୍ରମଣ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଛି। ଆଇସିଏମଆର ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ ମିଳିତ ଭାବେ ଏକ ଅଧ୍ୟୟନ କରିଛନ୍ତି। ଏହା ଅନୁଯାୟୀ ଅଯଥା ଯାତ୍ରା କରିବା ଦ୍ବାରା ଭାରତରେ ତୃତୀୟ ଲହରର ସ୍ଥିତି ଅଧିକ ଖରାପ ହୋଇପାରେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଜ ମଧ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ । ଦେଢ ବର୍ଷ ହେଲା ଘରେ ବନ୍ଦୀ ହୋଇ ରହିଥିବା ଲୋକେ ଏବେ ଯାତ୍ରା କରିବା ପାଇଁ ବାହାରିଛନ୍ତି। ସେମାନେ ଅଯଥା ଯାତ୍ରାରୁ ନିବୃତ ରହିବା ଦରକାର। ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ପର୍ଯ୍ୟଟକଙ୍କ ବ୍ୟତୀତ ସ୍ଥାନୀୟ ଅଧ୍ୟାବାସୀ ଏବଂ କର୍ତ୍ତୃପକ୍ଷ ଏହା ବୁଝିବା ଦରକାର। ଲୋକେ କରୋନା କଟକଣା ପାଳନ କରିବା ଉଚିତ । ଏଥିରେ ଅବହେଳା କଲେ ପୁଣି ଲକଡାଉନ ଲାଗିପାରେ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

06 Oct 2021 By The Sakala

ଅଯଥା ଭ୍ରମଣ କରନ୍ତୁ ନାହିଁ, ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ- ଆଇସିଏମ୍ଆର୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ ମାର୍ଚ୍ଚରେ ଶୀର୍ଷ କରିଛନ୍ତି। ଏବେ ଇଣ୍ଡିଆନ ଛୁଇଁପାରେ ସଂକ୍ରମଣ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଛି। ଆଇସିଏମଆର ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ ମିଳିତ ଭାବେ ଏକ ଅଧ୍ୟୟନ କରିଛନ୍ତି। ଏହା ଅନୁଯାୟୀ ଅଯଥା ଯାତ୍ରା କରିବା ଦ୍ବାରା ଭାରତରେ ତୃତୀୟ ଲହରର ସ୍ଥିତି ଅଧିକ ଖରାପ ହୋଇପାରେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଜ ମଧ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ । ଦେଢ ବର୍ଷ ହେଲା ଘରେ ବନ୍ଦୀ ହୋଇ ରହିଥିବା ଲୋକେ ଏବେ ଯାତ୍ରା କରିବା ପାଇଁ ବାହାରିଛନ୍ତି। ସେମାନେ ଅଯଥା ଯାତ୍ରାରୁ ନିବୃତ ରହିବା ଦରକାର। ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ପର୍ଯ୍ୟଟକଙ୍କ ବ୍ୟତୀତ ସ୍ଥାନୀୟ ଅଧ୍ୟାବାସୀ ଏବଂ କର୍ତ୍ତୃପକ୍ଷ ଏହା ବୁଝିବା ଦରକାର। ଲୋକେ କରୋନା କଟକଣା ପାଳନ କରିବା ଉଚିତ । ଏଥିରେ ଅବହେଳା କଲେ ପୁଣି ଲକଡାଉନ ଲାଗିପାରେ।

https://www.thesakala.in/national-international/crowds-of-tourists-will-help-spread-the-corona-virous/article-5904
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର