ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ବଡ ଝଟକା। ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ […]

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ବଡ ଝଟକା। ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ ବାବୁଲ ବିଜେପି ଛାଡି ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା ସୁପ୍ରିୟୋ ଆଜି ତାଙ୍କ ସହ ହାତ ମିଳାଇଛନ୍ତି । ଅବଶ୍ୟ ରାଜନୀତିରେ କୌଣସି ସ୍ଥାୟୀ ‘ବନ୍ଧୁ’ କିମ୍ବା ‘ଶତ୍ରୁ’ ନଥାନ୍ତି। ତେବେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ପଶ୍ଚିମବଙ୍ଗ ବିଜେପିକୁ ଆଉ ଏକ ଶକ୍ତ ଝଟକା ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

18 Sep 2021 By The Sakala

ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ବଡ ଝଟକା। ଆଜି ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ ବାବୁଲ ବିଜେପି ଛାଡି ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ।

ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା ସୁପ୍ରିୟୋ ଆଜି ତାଙ୍କ ସହ ହାତ ମିଳାଇଛନ୍ତି । ଅବଶ୍ୟ ରାଜନୀତିରେ କୌଣସି ସ୍ଥାୟୀ ‘ବନ୍ଧୁ’ କିମ୍ବା ‘ଶତ୍ରୁ’ ନଥାନ୍ତି। ତେବେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ପଶ୍ଚିମବଙ୍ଗ ବିଜେପିକୁ ଆଉ ଏକ ଶକ୍ତ ଝଟକା ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର