ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବିଶାଳ ଗ୍ରହାଣୁ

The Sakala Picture
Published On

ନ୍ୟୁୟର୍କ: ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବଡ ଗ୍ରହାଣୁ ଯାହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି । ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ ନାମିତ କରିଛନ୍ତି । ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୧ ଏନ୍ଓ୍ବାଇ’ ପୃଥିବୀ ନିକଟରେ ଯାଉଥିବା ୧୭ ଟି ନିକଟସ୍ଥ […]

ନ୍ୟୁୟର୍କ: ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବଡ ଗ୍ରହାଣୁ ଯାହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି । ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ ନାମିତ କରିଛନ୍ତି । ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୧ ଏନ୍ଓ୍ବାଇ’ ପୃଥିବୀ ନିକଟରେ ଯାଉଥିବା ୧୭ ଟି ନିକଟସ୍ଥ ବସ୍ତୁ ମଧ୍ୟରୁ ଗୋଟିଏ । ଏହା ଘଣ୍ଟା ପ୍ରତି ୩୩୬୫୯ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ସେପ୍ଟେମ୍ବର ୨୨ରେ ‘୨୦୨୧ ଏନ୍ଓ୍ବାଇ’ ଗ୍ରହାଣୁ ପୃଥିବୀର କକ୍ଷପଥରେ ପ୍ରବେଶ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଗ୍ରହାଣୁର ବ୍ୟାସ ୧୩୦-୩୦୦ ମିଟର ହୋଇଥିବାବେଳେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ମାତ୍ର ୯୩ ମିଟର ଉଚ୍ଚ ଅଟେ। ନାସା ଆଶା କରୁଛି ଯେ ପୃଥିବୀଠାରୁ ୧୪,୯୭,୪୭୩ କିଲୋମିଟର ଦୂରରୁ ଏହି ଗ୍ରହାଣୁ ଗତି କରିବ। ତେଣୁ ପୃଥିବୀ ପ୍ରତି ବିପଦ ନାହିଁ । ଏହାଛଡ଼ା ନାସା କହିଛି ଯେ ଏପରି ୨୨ଟି ଗ୍ରହାଣୁ ଅଛି ଯାହା ପୃଥିବୀ ସହିତ ଧକ୍କା ହୋଇପାରେ। ବର୍ତ୍ତମାନ ନାସା ୨ ହଜାରରୁ ଅଧିକ ଗ୍ରହାଣୁକୁ ଟ୍ରାକ୍ କରୁଛି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

09 Sep 2021 By The Sakala

ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବିଶାଳ ଗ୍ରହାଣୁ

ନ୍ୟୁୟର୍କ: ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବଡ ଗ୍ରହାଣୁ ଯାହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି । ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ ନାମିତ କରିଛନ୍ତି । ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୧ ଏନ୍ଓ୍ବାଇ’ ପୃଥିବୀ ନିକଟରେ ଯାଉଥିବା ୧୭ ଟି ନିକଟସ୍ଥ ବସ୍ତୁ ମଧ୍ୟରୁ ଗୋଟିଏ । ଏହା ଘଣ୍ଟା ପ୍ରତି ୩୩୬୫୯ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି ।

ସେପ୍ଟେମ୍ବର ୨୨ରେ ‘୨୦୨୧ ଏନ୍ଓ୍ବାଇ’ ଗ୍ରହାଣୁ ପୃଥିବୀର କକ୍ଷପଥରେ ପ୍ରବେଶ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଗ୍ରହାଣୁର ବ୍ୟାସ ୧୩୦-୩୦୦ ମିଟର ହୋଇଥିବାବେଳେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ମାତ୍ର ୯୩ ମିଟର ଉଚ୍ଚ ଅଟେ। ନାସା ଆଶା କରୁଛି ଯେ ପୃଥିବୀଠାରୁ ୧୪,୯୭,୪୭୩ କିଲୋମିଟର ଦୂରରୁ ଏହି ଗ୍ରହାଣୁ ଗତି କରିବ। ତେଣୁ ପୃଥିବୀ ପ୍ରତି ବିପଦ ନାହିଁ । ଏହାଛଡ଼ା ନାସା କହିଛି ଯେ ଏପରି ୨୨ଟି ଗ୍ରହାଣୁ ଅଛି ଯାହା ପୃଥିବୀ ସହିତ ଧକ୍କା ହୋଇପାରେ। ବର୍ତ୍ତମାନ ନାସା ୨ ହଜାରରୁ ଅଧିକ ଗ୍ରହାଣୁକୁ ଟ୍ରାକ୍ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର