କାବୁଲ ଏୟାରପୋର୍ଟରେ ପୁଣି ହୋଇପାରେ ଆତଙ୍କୀ ହମ୍‌ଲା

The Sakala Picture
Published On

କାବୁଲ: ପୁଣି କାବୁଲ ଏୟାରପୋର୍ଟରେ ଆତଙ୍କୀ ହମ୍‌ଲା ନେଇ ଆମେରିକାର ଆଲର୍ଟ କରିଛି। ୨୪ରୁ ୩୬ ଘଣ୍ଟା ଭିତରେ ହମ୍‌ଲା ନେଇ ସତର୍କ କରାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ଏହି ହାଇ ଆଲର୍ଟ ଜାରି କରିଛି ଆମେରିକା । ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ଯ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ତେବେ […]

କାବୁଲ: ପୁଣି କାବୁଲ ଏୟାରପୋର୍ଟରେ ଆତଙ୍କୀ ହମ୍‌ଲା ନେଇ ଆମେରିକାର ଆଲର୍ଟ କରିଛି। ୨୪ରୁ ୩୬ ଘଣ୍ଟା ଭିତରେ ହମ୍‌ଲା ନେଇ ସତର୍କ କରାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ଏହି ହାଇ ଆଲର୍ଟ ଜାରି କରିଛି ଆମେରିକା । ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ଯ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ଶନିବାର ଆମେରିକୀୟ ସେନା ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ -କେ  ଶିବିରରେ ଆକ୍ରମଣ କରିଥିଲା । କାବୁଲ ବିମାନବନ୍ଦର ହୋଇଥିବା ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ବାଇଡେନ ଆହୁରି କହିଛନ୍ତି, ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଏବେ ଅଟକିବ ନାହିଁ । ଆମେ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

 

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର