କାବୁଲ ବିମାନବନ୍ଦର ବାହାରେ ବଡଧରଣର ବିସ୍ଫୋରଣ, ଅନେକ ଆହତ

The Sakala Picture
Published On

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ନିଜର ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ  ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି। ଲୋକଙ୍କୁ ଆଫଗାନିସ୍ତାନରୁ ବାହାର କରିବା କାର୍ଯ୍ୟ କ୍ରମାଗତ ଭାବରେ ଚାଲିଛି। ସେପଟେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକରେ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହିବିସ୍ଫୋରଣରେ  ଅନେକ ଲୋକ ଆହତ ହୋଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପେଣ୍ଟାଗନ୍। ରିପୋର୍ଟ […]

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ନିଜର ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ  ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି। ଲୋକଙ୍କୁ ଆଫଗାନିସ୍ତାନରୁ ବାହାର କରିବା କାର୍ଯ୍ୟ କ୍ରମାଗତ ଭାବରେ ଚାଲିଛି। ସେପଟେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକରେ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହିବିସ୍ଫୋରଣରେ  ଅନେକ ଲୋକ ଆହତ ହୋଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପେଣ୍ଟାଗନ୍।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

ରିପୋର୍ଟ ଅନୁଯାୟୀ ଏହି ବିସ୍ଫାେରଣରେ ଏଯାବତ୍ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଦୁଇ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରୁଥିବା ନଜର ଆସିଛି । ପେଣ୍ଟାଗନର ମୁଖପାତ୍ର ଜନ୍ କିରବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି । କ୍ଷୟକ୍ଷତି ଏବଂ ମୃତାହତ ନେଇ ଅଧିକ ସୂଚନା ମିଳିନଥିବା ଟ୍ୱିଟ୍ କରିଛନ୍ତି । ତେବେ ଏହାକୁ ଏକ ଆତ୍ମଘାତୀ ମାମଲା ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦୀଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ।ଅନ୍ୟପଟେ ତାଲିବାନ ପକ୍ଷରୁ ନାଗରିକଙ୍କୁ ନେବା ପାଇଁ ୩୧ ଅଗଷ୍ଟ ଡେଡଲାଇନ୍‌ ଧାର୍ୟ୍ୟ କରିବା ପରେ କାବୁଲ ଏୟାରପୋର୍ଟରେ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି। ଅନେକ ଦେଶ ନିଜ ନଜର ନାଗରିକଙ୍କୁ ନେବା ପାଇଁ ବିମାନ ପଠାଉଛନ୍ତି। କିନ୍ତୁ ଭୟରେ ଥିବା ଆଫଗାନ ନାଗରିକ ଏହି ସବୁ ବିମାନରେ ବସି ଦେଶ ଛାଡ଼ିବାକୁ ପ୍ରଚେଷ୍ଟା ଜରି ରଖିଛନ୍ତି।

26 Aug 2021 By The Sakala

କାବୁଲ ବିମାନବନ୍ଦର ବାହାରେ ବଡଧରଣର ବିସ୍ଫୋରଣ, ଅନେକ ଆହତ

କାବୁଲ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ନିଜର ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ  ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି। ଲୋକଙ୍କୁ ଆଫଗାନିସ୍ତାନରୁ ବାହାର କରିବା କାର୍ଯ୍ୟ କ୍ରମାଗତ ଭାବରେ ଚାଲିଛି। ସେପଟେ କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକରେ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହିବିସ୍ଫୋରଣରେ  ଅନେକ ଲୋକ ଆହତ ହୋଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପେଣ୍ଟାଗନ୍।

ରିପୋର୍ଟ ଅନୁଯାୟୀ ଏହି ବିସ୍ଫାେରଣରେ ଏଯାବତ୍ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଦୁଇ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରୁଥିବା ନଜର ଆସିଛି । ପେଣ୍ଟାଗନର ମୁଖପାତ୍ର ଜନ୍ କିରବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି । କ୍ଷୟକ୍ଷତି ଏବଂ ମୃତାହତ ନେଇ ଅଧିକ ସୂଚନା ମିଳିନଥିବା ଟ୍ୱିଟ୍ କରିଛନ୍ତି । ତେବେ ଏହାକୁ ଏକ ଆତ୍ମଘାତୀ ମାମଲା ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଘଣ୍ଟା ତଳେ ଆମେରିକା ଦୂତାବାସ କାବୁଲ ଏୟାରପୋର୍ଟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିଲା । ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଦୀଗରେ ଥିବା ଗେଟ ପାଖରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲା ।

ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ।ଅନ୍ୟପଟେ ତାଲିବାନ ପକ୍ଷରୁ ନାଗରିକଙ୍କୁ ନେବା ପାଇଁ ୩୧ ଅଗଷ୍ଟ ଡେଡଲାଇନ୍‌ ଧାର୍ୟ୍ୟ କରିବା ପରେ କାବୁଲ ଏୟାରପୋର୍ଟରେ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି। ଅନେକ ଦେଶ ନିଜ ନଜର ନାଗରିକଙ୍କୁ ନେବା ପାଇଁ ବିମାନ ପଠାଉଛନ୍ତି। କିନ୍ତୁ ଭୟରେ ଥିବା ଆଫଗାନ ନାଗରିକ ଏହି ସବୁ ବିମାନରେ ବସି ଦେଶ ଛାଡ଼ିବାକୁ ପ୍ରଚେଷ୍ଟା ଜରି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର